ପୃଥକ ପୃଥକ ଦୁର୍ଘଟଣା ଘଟି ଚାଲିଗଲା ୨୬ ଜଣଙ୍କ ଜୀବନ
ଚେନ୍ନାଇ: ତାମିଲନାଡୁରେ ପୃଥକ ପୃଥକ ଦୁର୍ଘଟଣା ଘଟି ଚାଲିଯାଇଛି ୨୬ ଜଣଙ୍କର ଜୀବନ। ପୋଲିସର କହିବା ମୁତାବକ ଗୁରବାର ଦିନ ଏକ ଯାତ୍ରୀବାହୀ ବସକୁ ଏକ ଟ୍ରକ ଧକ୍କା ଦେବା ଫଳରେ ୨୦ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ବସଟି ବେଙ୍ଗାଲୁରୁରୁ ଏର୍ଣ୍ଣାକୁଲମ ଯିବା ବାଟରେ ତ୍ରୀପୁରା ଜିଲ୍ଲାର…
