Odia News Portal
Yearly Archives

2020

୫ଟି ସଚିବଙ୍କ ଅଚାନକ ଗସ୍ତ ପରେ ତ୍ୱରନ୍ନିତ ହେଲା ହସ୍ପିଟାଲ କାର୍ଯ୍ୟ

କଟକ() କଟକ ସ୍ଥିତ ଶ୍ରୀରାମଚନ୍ଦ୍ର ଭଂଜ ମେଡିକାଲ କଲେଜ ଓ ହସ୍ପିଟାଲକୁ ବିଶ୍ୱସ୍ତରୀୟ କରିବା କାର୍ଯ୍ୟ ତ୍ୱରନ୍ନିତ ହୋଇଛି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ସମୀକ୍ଷା ପରେ ଜମି ଅଧିଗ୍ରହଣ ପ୍ରକି୍ରୟା ଆରମ୍ଭ ହେବ । ମାର୍ଚ୍ଚ ପହିଲାରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ଲାଗି

ବିଦେଶୀ ହୋଇଯିବ ଭାରତୀ ଏୟାରଟେଲ୍

ନୂଆଦିଲ୍ଲୀ() ଭାରତୀ ଏୟାରଟେଲରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫଡିଆଇ) ୪୯ ପ୍ରତିଶତରୁ ୧୦୦ ପ୍ରତିଶତ କରିବା ପାଇଁ ମଞ୍ଜୁରୀ ଦେଇଛନ୍ତି କେନ୍ଦ୍ର ସରକାର । କମ୍ପାନୀ ଏ ନେଇ ମଙ୍ଗଳବାର ଶେୟାର ବଜାରକୁ ଅବଗତ କରାଇଛି। ଏହାବାଦ୍ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମଧ୍ୟ ଏୟାରଟେଲରେ ବିଦେଶୀ…

ନବୀନ ବାବୁ ଭଲ ଲୋକ, ତାଙ୍କ ସରକାରଙ୍କ କାମ ଭଲ

କୋରାପୁଟ() ନାଗରିକତା ସଂଶୋଧନ ଆଇନ ସପକ୍ଷରେ ଜନ ଜାଗରଣ ସୃଷ୍ଟି କରିବାକୁ ଦୁଇ ଦିନିଆ କୋରାପୁଟ ଜିଲ୍ଲା ଗସ୍ତରେ ଆସିଛନ୍ତି ରାଜ୍ୟ ସଭା ସାଂସଦ ତଥା ଅଭିନେତ୍ରୀ ରୂପା ଗାଙ୍ଗୁଲି। କୋରାପୁଟ ଗସ୍ତରେ ଆସିଥିବା ରୂପା ଗାଙ୍ଗୁଲି, ଓଡ଼ିଶା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ତାଙ୍କ ସରକାର…

ପୁଣି ଲେଉଟିଲା ଶୀତ

ଭୁବନେଶ୍ବର : ପୁଣି ଲେଉଟିଲା ଶୀତ । ସାରା ରାଜ୍ୟରେ ପୁଣି ଶୀତ ଲହରି । ରାଜ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇଛି । ଆସନ୍ତା ୨ ତିନି ଦିନ ଶୀତ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ବ୍ରହ୍ମପୁରରେ ମଧ୍ୟ ପୁଣି ଥରେ ଶୀତର ଅନୂଭୂତ ହେଉଛି ।…

କଟକରେ ୫-ଟି ସଚିବ

କଟକ: କଟକରେ ୫-ଟି ସଚିବ ଭି. କେ ପାଣ୍ଡିଆନ୍‌ । ହାଡ଼ିଆପଠା ଓ ସିସୋର ପଠା ବୁଲି ଦେଖିଲେ । ନୂତନ କଟକର କାର୍ଯ୍ୟର ସମୀକ୍ଷା କରିଛନ୍ତି । ଓଡ଼ିଶା ନୌବାଣିଜ୍ୟ ସଂଗ୍ରହାଳୟକୁ ମଧ୍ୟ ବୁଲି ଦେଖିଛନ୍ତି ୫-ଟି ସଚିବ । ଏହା ସହ ବଡ଼ ମେଡିକାଲରେ ବିଭିନ୍ନ କାର୍ଯ୍ୟର ତଦାରଖ କରିଛନ୍ତି । ବିଭିନ୍ନ…

୧୩କୋଟି ଟଙ୍କାର ଆଇଟି କାମ ବିନା ଟେଣ୍ଡରରେ, ଦିଲ୍ଲୀ ସଂସ୍ଥାକୁ ଓକାକର ଅନୁକମ୍ପା ନେଇ ଚର୍ଚ୍ଚା

ଭୁବନେଶ୍ୱର : ରାଜ୍ୟ ସରକାର ୧୩କୋଟି ଟଙ୍କା ବ୍ୟୟରେ ଦୁଇଟି ସରକାରୀ ୱେବସାଇଟ୍‍ର କାମ କରୁଛନ୍ତି । ଗୋଟିଏ ହେଉଛି ରାଜ୍ୟ ସରକାରଙ୍କ ପୁରୁଣା ପୋର୍ଟାଲର ନବୀକରଣ ଓ ଅନ୍ୟଟି ହେଉଛି ନୂତନ ଭାବେ ପ୍ରସ୍ତୁତ ହେଉଥିବା ‘ଓଡିଶା ୱାନ’ ପୋର୍ଟାଲ । ତେବେ ଏହି ଦୁଇଟି କାର୍ଯ୍ୟ ପାଇଁ ଟେଣ୍ଡର…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ରୋଜଗାର ସ୍ଥାନରେ ଶୁକ୍ର ଆପଣଙ୍କୁ ଅଭିଳଷିତ ଅର୍ଥ, ବିଳାସ ସାମଗ୍ରୀ, ଯାନବାହନ ପ୍ରଭୃତି ଲାଭ କରିବାରେ ସହାୟକ ହେବେ। ବାଧ୍ୟବାଧକତାରେ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ। ବହୁତ ଦିନରୁ ଅପେକ୍ଷା କରିଥିବା ଖବରଟି ପାଇବାର ଆଶା ରହିଛି। ବନ୍ଧୁଙ୍କ ଦ୍ୱାରା ନିମନ୍ତ୍ରିତ…

ରୟାଲ ଡ୍ୟାନ୍ସ ଏକାଡେମୀର ବାର୍ଷିକ ଉତ୍ସବ

କେନ୍ଦ୍ରାପଡା : କେନ୍ଦ୍ରାପଡ଼ା ରୟାଲ ଡ୍ୟାନ୍ସ ଏକାଡେମୀର ୪ର୍ଥ ବାର୍ଷିକ ମହୋତ୍ସହବ ଓ ୧୫ବର୍ଷ ପୂର୍ତ୍ତି ମହାଅ ।ଡମ୍ବରରେ ପାଳନ ହୋଇଯାଇଛି ।  ଏହି ଉତ୍ସହବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡ଼ା ମ୍ୟୁନିସିପାଲଟି କାର୍ଯ୍ୟନିର୍ବାହୀ  ଅଧିକାରୀ ଦେବ ପ୍ରସାଦ ବଳ, ମୁଖ୍ୟବକ୍ତା ଭାବେ…

ସମୁଦ୍ରରୁ ବିରଳ ସାର୍କ ମାଛ ଶିକାର

ପୁରୀ : ବିରଳ ପ୍ରଜାତିର ସାର୍କ ମାଛ ଶିକାର କରାଯାଉଛି। ମୁନାଫାଖୋର ମତ୍ସ୍ୟ ବ୍ୟବସାୟୀ ମତ୍ସ୍ୟଜୀବୀଙ୍କୁ ହାତ କରି ଏହି ମାଛକୁ ବିଦେଶ ରପ୍ତାନି କରୁଛନ୍ତି । ସାଧାରଣ ମତ୍ସ୍ୟଜୀବୀମାନେ ଏହି ମାଛର ମୂଲ୍ୟ ଜାଣିପାରୁ ନ ଥିବାବେଳେ କମ୍‌ ଟଙ୍କାରେ କିଣି ମାଲାମାଲ୍‌ ହେଉଛନ୍ତି ବ୍ୟବସାୟୀ।…

ପଛୁଆବର୍ଗର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଢ ପଦକ୍ଷେପ

ଭୁବନେଶ୍ବର : ଜାତିଗତ ଜନଗଣନା ପାଇଁ ରାଜ୍ୟ କ୍ୟାବିନେଟରେ ସଙ୍କଳ୍ପ ପାରିତ ହୋଇଛି । ଏ ସଂକ୍ରାନ୍ତରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ପଦକ୍ଷେପକୁ ତେଲି ସମାଜ ପକ୍ଷରୁ ସ୍ୱାଗତ କରାଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପଛୁଆବର୍ଗର ବିକାଶ ପାଇଁ ଏଭଳି…