ଏହି ତାରିଖରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ‘ରାଜଭବନ’ ଉଦ୍ୟାନ
ଭୁବନେଶ୍ୱର : ରାଜଭବନ ପରିସରରେ ଥିବା ଉଦ୍ୟାନ ଆଗାମୀ ୫ ରୁ ୧୯ ତାରିଖ ପର୍ୟ୍ୟନ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ସାଧାରଣ ଦର୍ଶକଙ୍କ ପାଇଁ ଖୋଲା ରଖାଯିବ। ଏ ନେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅନୁମତି ପ୍ରଦାନ କରିଛନ୍ତି। ସାଧାରଣ ଦର୍ଶକମାନେ ଶନିବାର ଓ ରବିବାର ମଧ୍ୟ ଅପରାହ୍ନ ୨ଟା ୩୦…
