Odia News Portal
Yearly Archives

2020

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ଶନିଶ୍ଚରଙ୍କ ନକ୍ଷତ୍ରରେ ଚନ୍ଦ୍ର ଅବସ୍ଥାନ କରି ମାନସିକ ବ୍ୟସ୍ତତାକୁ ବୃଦ୍ଧି କରିବେ । ଆର୍ଥିକ ଅଭିବୃଦ୍ଧି, ସ୍ବାସ୍ଥ୍ୟରେ ଉନ୍ନତି, ସ୍ଥଗିତ କାମରେ ଅଗ୍ରଗତି, ପାରିବାରିକ ସମସ୍ୟାର ସମାଧାନ କରି ଆଶ୍ୱସ୍ତି ଲାଭ କରିବେ । ବାଧ୍ୟବାଧକତାରେ ବ୍ୟୟବୃଦ୍ଧି ଓ ଶତ୍ରୁତାଜନିତ…

Students For Sebastian (SFS) ତରଫରୁ ଶୀତ ବସ୍ତ୍ର ବଂଟନ

ଭୁବନେଶ୍ବର : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଆୟାମ ତରଫରୁ ଶୀତୁଆ ରାତିରେ ଭୁବନେଶ୍ୱର ରାସ୍ତା କଡରେ ଜୀବନ ଯାପନ କରୁଥିବା ଲୋକମାନଙ୍କୁ ଶୀତ ବସ୍ତ୍ର ବଂଟନ କରାଯାଇଛି । ଉତ୍କଳ ବିଶ୍ୱବିଦ୍ୟାଳୟ, ମାଷ୍ଟର କ୍ୟାଣ୍ଟିନ, ଜୟଦେବ ବିହାର, ଚନ୍ଦ୍ରଶେଖରପୁର ଆଦି ବିଭିନ୍ନ ଜାଗାକୁ…

୨୦୨୦ରେ ଶସ୍ତା ହେଲା ସୁନା-ରୂପା

ନୁଆଦିଲ୍ଲୀ : ଅଧିକ ସୁନା-ରୂପା କିଣୁଥିବା ଲୋକଙ୍କ ଲୋକଙ୍କ ପାଇଁ ନୂଆବର୍ଷ ଖୁସି ଖବର ନେଇ ଆସିଛି । ୧ ଜାନୁୟାରୀ ୨୦୨୦ରୁ ସୁନା ଦାମରେ ବଡ ହ୍ରାସ ପରିଲକ୍ଷିତ ହୋଇଛି । ବୁଧବାର ଦିଲ୍ଲୀ ସରାଫା ବଜାରରେ ୧୦ ଗ୍ରାମ ସୁନାର ଦାମ୍ ୧୩୧ ଟଙ୍କା ଖସିଯାଇଛି । ସୁନା ଭଳି ରୂପା ଦାମ୍ ମଧ୍ୟ ହ୍ରାସ…

ଭିଜିଲାନ୍ସ ଜାଲରେ ଆର୍‌ଆଇ

ନୟାଗଡ଼ : ଜଣେ ହିତାଧିକାରୀଙ୍କ ଜମିର ତଦନ୍ତ ରିପୋର୍ଟ ଦେବାକୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି ନୟାଗଡ଼ ଜିଲ୍ଲା ଗଣିଆ ତହସିଲ ଅନ୍ତର୍ଗତ ଆଡ଼କଟା ଆର.ଆଇ.ନମିତା ପ୍ରଧାନ । ଭିଜିଲାନ୍ସ କାର୍ଯ୍ୟାଳୟରେ ଗିରଫ ଆରଆଇଙ୍କୁ ପଚରାଉଚରା କରାଯାଉଛି ।…

ପ୍ରିୟଙ୍କାଙ୍କୁ କପି କଲେ ଏହି ପାକିସ୍ତାନୀ ଅଭିନେତ୍ରୀ

ପ୍ରିୟଙ୍କା ଚୋପ୍ରା ନା କେବଳ ଦେଶରେ, ବରଂ ବିଦେଶରେ ବି ବହୁତ ଲୋକପ୍ରିୟ ହୋଇଯାଇଛନ୍ତି। ପଡ଼ିଶା ଦେଶ ପାକିସ୍ତାନରେ ମଧ୍ୟ ତାଙ୍କର ଅନେକ ଫ୍ୟାନ୍‌ ଅଛନ୍ତି। ସେଥିପାଇଁ ଜଣେ ପାକିସ୍ତାନୀ ଅଭିନେତ୍ରୀ ପ୍ରିୟଙ୍କାଙ୍କ ବିବାହ ଲେହେଙ୍ଗାକୁ କପି କରିଥିବାର ନଜର ଆସିଛନ୍ତି। ପାକିସ୍ତାନୀ…

‘ମେ ତେରା ତୁ ମେରୀ ଜାନେ ସାରା ହିନ୍ଦୁସ୍ତାନ’ : ହାର୍ଦ୍ଦିକ ପାଣ୍ଡ୍ୟା

ଭାରତୀୟ କ୍ରିକେଟ୍‌ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପଡ଼ିଆ ଭିତରେ ଏବଂ ପଡ଼ିଆ ବାହାରେ ତାଙ୍କର କାରନାମା ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି । ଏବେ ସେ ଦଳରେ ନାହାନ୍ତି । କାରଣ ଆହତ ହୋଇଥିବାରୁ ତାଙ୍କୁ ବିଶ୍ରାମ ଦିଆଯାଇଛି । ତଥାପି ସେ ଗଣମାଧ୍ୟମ ନଜରରେ ରହିଛନ୍ତି । ତେବେ ସେ ଆଜି…

ଓଡିଶାର ଇ-ଗେଜେଟ ପୋର୍ଟାଲର ଶୁଭାରମ୍ଭ

ଭୁବନେଶ୍ୱର() ୫ଟି ସୂତ୍ରର ରୂପାୟନ ଦିଗରେ ଅନ୍ୟ ଏକ ପଦକ୍ଷେପ ସ୍ୱରୂପ ମୁଖ୍ୟ ଶାସନ ସଚିବ ଅସିତ ତି୍ରପାଠୀ ଓଡିଶା ସରକାରୀ ମୁଦ୍ରଣାଳୟର ଇ-ଗେଜେଟ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି । ନୂଆବର୍ଷ ଅବସରରେ ରାଜ୍ୟ ଲୋକସେବା ଭବନଠାରେ ବାଣିଜ୍ୟ ଓ ପରିବହନ ବିଭାଗ ଦ୍ୱାରା ଆୟୋଜିତ ଏହି ପୋର୍ଟାଲ…

ରାସ୍ତାକଡ଼କୁ ଖସିପଡିଲା କାର୍ : ଜଣେ ମୃତ, ଜଣେ ଗୁରୁତର

ବାଲିପାଟଣା : ଜିରୋ ନାଇଟ୍ ରେ ଦୁର୍ଘଟଣା । ଭୁବନେଶ୍ବର-ପୁରୀ ଜାତୀୟ ରାଜପଥର କୌଶଲ୍ୟାଗଙ୍ଗ ଛକ ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାଗ୍ରସ୍ତ କାରଟି ରୋଡ୍ ଡିଭାଇଡରରେ ପିଟିହୋଇ ରାସ୍ତାକଡ଼ ନୟନଜୋରି ମଧ୍ୟରେ ପଶିଯାଇଛି । ଦୁର୍ଘଟଣାରେ ଜଣଙ୍କର…

୨୦୨୦ରେ କରିବେ ଏହି ଷ୍ଟାରମାନେ ବଲିଉଡରେ ଡେବ୍ୟୁ

ମୁମ୍ବାଇ : ବଲିଉଡ ପ୍ରତି ବର୍ଷ ଯୁବପ୍ରତିଭାଙ୍କୁ ସୁଯୋଗ ଦେଇଥାଏ। ୨୦୧୯ରେ ମଧ୍ୟ ଅନେକ ନୂଆ ଚେହେରା ବଲିଉଡରେ ଏଣ୍ଟ୍ରି କରିଥିଲେ ଏବଂ ଏହି ଧାରା ୨୦୨୦ଯାଏଁ ଜାରି ରହିବ। ୨୦୨୦ରେ ମଧ୍ୟ ଅନେକ ନୂଆ ଚେହେରା ସିଲଭର ସ୍କ୍ରିନରେ ନିଜର ପ୍ରତିଭା ଦେଖାଇବେ। ଏମାନଙ୍କ ମଧ୍ୟରୁ ଷ୍ଟାରକିଡଙ୍କଠୁ…

ଏଣିକି ଅନଲାଇନରେ ଦେଇହେବ କିସ

ଭୁବନେଶ୍ୱର() ସମୟ ଥିଲା ଯେତେବେଳେ ପ୍ରେମିକ ପ୍ରେମିକା ନିଜ ମନକଥାକୁ ପାରା ଜରିଆରେ ପରସ୍ପର ପାଖକୁ ପଠାଉଥିଲେ। ପରେ ବିଜ୍ଞାନର ଅଗ୍ରଗତି ଫଳରେ ଫୋନର ପ୍ରସାର ହେଲା। ଦିନକୁ ଦିନ ଏହାର ଚାହିଦା ମଧ୍ୟ ବୃଦ୍ଧି ପାଇଲା। ଏହା ପରେ ସୋସିଆଲ ନେଟ୍ଓ୍ୱାର୍କିଂର ସହାୟତାରେ ଅନଲାଇନ୍ ଭିଡ଼ିଓ କଲିଂ…