Odia News Portal
Yearly Archives

2020

ଥରୁଛି ସାରା ଭାରତ : ଆଜି ରାଜ୍ୟର କେତେକ ସ୍ଥାନରେ କୁଆପଥର ବର୍ଷା ସମ୍ଭାବନା

ଭୁବନେଶ୍ବର : ଥରୁଛି ସାରା ଭାରତ । ଉତ୍ତର, ପଶ୍ଚିମ ଏବଂ ମଧ୍ୟ ଭାରତ ସମେତ ଓଡିଶାରେ ଅସହ୍ୟ ଥଣ୍ଡା ଜାରି ରହିଛି । ଅସମ୍ଭାଳ ଶୀତରେ ଜନଜୀବନ ଅସ୍ତବ୍ୟସ୍ତ । ଦିଲ୍ଲୀର ତାପମାତ୍ରା ପ୍ରତିଦିନ ରେକର୍ଡ ଭାଙ୍ଗୁଥିବା ବେଳେ, ପୂରା ଉତ୍ତର ଭାରତରେ ଶୀତ ଲହରୀ ଜାରି ରହିଛି । ରାଜ୍ୟର ୧୪ଟି ସ୍ଥାନରେ…

ଆଜିଠାରୁ ଗଡିବ ସ୍ମାର୍ଟ ଅଟୋ

ଭୁବନେଶ୍ବର : ଆଜିଠାରୁ ରାଜଧାନୀରେ ଗଡିବ ସ୍ମାର୍ଟ ଅଟୋ । ଏଣିକି ଅଟୋ ଚାଳକ ୟୁନିଫର୍ମ ପିନ୍ଧିବା ସହ ବେକରେ ପରିଚୟ ପତ୍ର ପକାଇବା ବାଧ୍ୟତାମୂଳକ କରାଯାଇଛି । ୨ ତାରିଖରୁ ଅଟୋ ଚାଳକମାନଙ୍କ ପାଇଁ ଏଭଳି ବ୍ୟବସ୍ଥା ହେଉଛି । କେବଳ ଏତିକି ନୁହେଁ ଓଲା, ଉବେର ଭଳି ଅନଲାଇନରେ ବି ଅଟୋ ବୁକ୍…

ନୂଆବର୍ଷରେ ନୂଆ ରାଜନୀତି : ତିନି ଦଳ ପାଇଁ ୨୦୨୦ ହେବ ପରୀକ୍ଷାର ବର୍ଷ

ଭୁବନେଶ୍ୱର : ନୂଆବର୍ଷକୁ ନେଇ ଓଡିଶାର ରାଜନେତାମାନେ ଉତ୍ସାହିତ ଥିବାବେଳେ ଉଭୟ ଶାସନ ଓ ବିରୋଧି ଆସନରେ ଥିବା ତିନି ଦଳ ପାଇଁ ଯେ ୨୦୨୦ ପରୀକ୍ଷାର ବର୍ଷ ହେବ ତାହା ଜଳ ଜଳ ହୋଇ ଦିଶିଲାଣି । ଶାସକ ବିଜେଡି ଓ ବିରୋଧି ବିଜେପି ଓ କଂଗ୍ରେସ ନିଜ ନିଜ ଦଳ ସଜାଡିବା, ଲୋକଙ୍କ ପ୍ରସଙ୍ଗ ଉଠାଇବା…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ନୂଆ ବରଷର ପହିଲି ଦିନରେ ଚନ୍ଦ୍ର ଏକାଦଶ ସ୍ଥାନରେ ଅର୍ଥ ଓ ସମ୍ମାନ ପ୍ରଦାନ କରିବେ। ନୂଆ ନୂଆ ଯୋଜନା ମାଧ୍ୟମରେ ବ୍ୟବସାୟରେ ଶାଖା ପ୍ରଶାଖା ଖୋଲିବାର ସମ୍ଭାବନା ରହିଛି। ପାରିବାରିକ କ୍ଷେତ୍ରର ଅସଜଡା ପରିସ୍ଥିତି କେତେକାଂଶରେ ଆପଣଙ୍କ ମାନସିକ ସ୍ତରକୁ ଶିଥିଳ କରିପାରେ।…