Odia News Portal
Yearly Archives

2020

ଏକ୍‍ ଟୁଇଟ୍‍ ନେ ଆଦ୍‍ମୀ କୋ କ୍ୟା ବନାଦିୟା

ଭୁବନେଶ୍ୱର()  ଗୋଟିଏ ଟୁଇଟ୍‍ କରି ବିବାଦରେ ଫସି ଯାଇଛନ୍ତି ବିଜେପିର ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା । ବିଭନ୍ନ ପ୍ରସଙ୍ଗରେ ନିଜର ଟୁଇଟ୍‍ ପାଇଁ ସର୍ବଦା ଚର୍ଚ୍ଚାରେ ଥିବା ଶ୍ରୀ ପଣ୍ଡା ଏବେ ଟୁଇଟ୍‍ ବାର୍ତ୍ତାରେ ଓଡିଶାକୁ ପାକିସ୍ତାନ ସହ ତୁଳନା କରି ଚାରିଆଡୁ ସମାଲୋଚନାର ଶିକାର ହେଉଛନ୍ତି…

‘ମୋ ବିଦ୍ୟୁତ୍‌’ ଆପ୍‌ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର() ଜନସାଧାରଣଙ୍କ ସୁବିଧା ନିମନ୍ତେ ସୋମବାର ସନ୍ଧ୍ୟାରେ “ମୋ ବିଦ୍ୟୁତ୍”‌ ଆପ୍‌ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଣିକି ଅନ୍‌ଲାଇନ୍‌ ଆପ୍‌ ମାଧ୍ୟମରେ ଜନସାଧାରଣ ବିଦ୍ୟୁତ୍‌ ବିଲ୍‌ ପୈଠ କରି ପାରିବେ। ଗ୍ରାହକମାନେ ଅନ୍‌ଲାଇନ୍‌ରେ ବିଦ୍ୟୁତ୍‌ ଦେୟ ଦେଲେ…

ବୈଜୟନ୍ତଙ୍କ ବିରୋଧରେ ଏତଲା

ଭୁବନେଶ୍ୱର()  ଓଡ଼ିଶାକୁ ପାକିସ୍ତାନ ସହ ତୁଳନା ପ୍ରସଙ୍ଗରେ  ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ  କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି ।  ଯୁବ ଅଭିଯାନ ଓଡ଼ିଶା ପକ୍ଷରୁ ଏନେଇ ଥାନାରେ ଏତଲା ଦିଆଯାଇଛି । ଦେଶଦ୍ରୋହ ମାମଲାରେ ବୈଜୟନ୍ତଙ୍କୁ ଗିରଫ କରାଯିବାକୁ ଯୁବ ଅଭିଯାନ ଓଡ଼ିଶା ପକ୍ଷରୁ ଦାବି…

ପାର୍ବଣ ଋତୁ ଲାଗି ସ୍ୱତନ୍ତ୍ର ଡ୍ରାଇଭ

ଭୁବନେଶ୍ୱର() ପାର୍ବଣ ଋତୁରେ କମିସନରେଟ ପୋଲିସର ସ୍ୱତନ୍ତ୍ର ଡ୍ରାଇଭ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ । ସେ କହିଛନ୍ତି ଯେ, ‘ପାର୍ବଣ ସମୟରେ ଅପରାଧୀଙ୍କ କାର୍ଯ୍ୟକଳାପ ବଢିଥାଏ । ସେଥିପାଇଁ ୧୫ ଦିନିଆ ଡ୍ରାଇଭ ଆରମ୍ଭ ହୋଇଛି । ୱାରେଣ୍ଟି, ଜୁଆ ଓ ଅବକାରୀ ନେଇ…

ସ୍ୱର୍ଗଦ୍ୱାରରୁ ହଟିଲା କଟକଣା

ପୁରୀ() ପୁରୀ ସ୍ୱର୍ଗଦ୍ୱାରରେ ଶବଦାହ ପାଇଁ ଥିବା କଟକଣାକୁ ହଟାଯାଇଛି । ଆଜିଠାରୁ ସ୍ୱର୍ଗଦ୍ୱାରର କଟକଣାକୁ ହଟାଇଛି ପ୍ରଶାସନ । ଏହି ପ୍ରସଙ୍ଗରେ ଜିଲ୍ଲାପାଳ କହିଛନ୍ତି ଯେ, ‘ବାହାର ଜିଲ୍ଲା ଲୋକଙ୍କ ଶେଷକୃତ୍ୟ ପାଇଁ ଥିବା କଟକଣା ହଟିଛି । ଏବେ ଅନ୍ୟ ଜିଲ୍ଲାର ଲୋକଙ୍କ ଶେଷକୃତ୍ୟ…

୯ଟି ପୂଜା କମିଟିକୁ ଉଚ୍ଚ ମୂର୍ତ୍ତି ପାଇଁ ଅନୁମତି

ଭୁବନେଶ୍ୱର()  ଦୁର୍ଗାପୂଜାରେ ମୂର୍ତ୍ତିର ଉଚ୍ଚତାକୁ ନେଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ପୂଜା କମିଟିଙ୍କୁ ଆଶ୍ୱସ୍ତି । ଯେଉଁ ୯ଟି ପୂଜାକମିଟି ଅଧିକ ଉଚ୍ଚର ମୂର୍ତ୍ତି ନିର୍ମାଣ କରିଛନ୍ତି ସେମାନଙ୍କ ମୂର୍ତ୍ତିକୁ ପୂଜା କରିବାର ଅନୁମତି ଦେଇଛନ୍ତି କୋର୍ଟ । ତେବେ ଏହି ନିଷ୍ପତ୍ତି ସହିତ…

ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖିଲେ ସାଂସଦ ଚନ୍ଦ୍ରାଣୀ ମୁର୍ମୁ

ଭୁବନେଶ୍ୱର() ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଆଜି ଚିଠି ଲେଖିଛନ୍ତି କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ । ଓଟିଭି ବିରୋଧରେ ସ୍ୱାଧୀକାର ଭଙ୍ଗ ନୋଟିସ ଦେଇଛନ୍ତି ଚନ୍ଦ୍ରାଣୀ । ସାଂସଦ ଚନ୍ଦ୍ରାଣୀ କହିଛନ୍ତି ଯେ, ‘ଅଶ୍ଳୀଳ ଭିଡିଓ ଭାଇରାଲ କରି ମାନସିକ ନିର୍ଯ୍ୟାତନା ଦେଇଛନ୍ତି । ମୋତେ…

ଓକିଲ ସଂଘ ନିର୍ବାଚନ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର()  ରାଜ୍ୟର ସବୁ ଓକିଲ ସଂଘ ନିର୍ବାଚନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ନିର୍ବାଚନ ପାଇଁ ନଭେମ୍ବର ଶେଷ ସୁଦ୍ଧା ବିଜ୍ଞପ୍ତି ପ୍ରକାଶ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।  ଏପରିକି ଡିସେମ୍ବର ୧୫ ସୁଦ୍ଧା ନିର୍ବାଚନ ଶେଷ କରିବା ସହ ଫଳାଫଳ ଘୋଷଣା କରିବାକୁ…

ବଡ ଖବର, ଆଉ ୧୭ ମୁଣ୍ଡ ନେଲା କରୋନା, ଭୁବନେଶ୍ୱରରୁ ୩

ଭୁବନେଶ୍ୱର() ଆଜି ୧୯୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୭ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୧୫୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଭୁବନେଶ୍ୱର ଓ କଟକରୁ…

ଆଜି ୧୯୮୨ ପଜିଟିଭ୍‌ , ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ବର()  ରାଜ୍ୟରେ ଆଜି ୧୯୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୧୫୬ ଜଣ ଚିହ୍ନଟ ହୋଇଥିବାବେଳେ ୮୨୬ଟି ଲୋକାଲ କେସ୍‌ ରହିଛି।…