Odia News Portal
Yearly Archives

2020

ଅନୁପ ସାଏଙ୍କୁ ଜାମିନ

ଝାରସୁଗୁଡ଼ା()  ସମ୍ପ୍ରତି ଛତିଶଗଡ଼ ଜିଲ୍ଲା ରାୟଗଡ଼ କାରାଗାରରେ ଥିବା ପୂର୍ବତନ ବ୍ରଜରାଜନଗର ବିଧାୟକ ଅନୁପ କୁମାର ସାଏଙ୍କୁ ଛତିଶଗଡ଼ ହାଇକୋର୍ଟ ଅନ୍ତରୀଣ ଜାମିନ ମଞ୍ଜୁର କରିଛନ୍ତି । ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ହାଇକୋର୍ଟ ତାଙ୍କୁ ୨୫ ହଜାର ଟଙ୍କାର ବ୍ୟକ୍ତିଗତ…

ପୁଣି ଆସୁଛି ଆଉ ଏକ ଲଘୁଚାପ, ଏହିସବୁ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର() ୧୯ରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ୨୦ତାରିଖ ଭିତରେ ଏହା ଅଧିକ ଘନୀଭୂତ ହେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ୧୯ରୁ ୨୧ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା…

କାର୍ ଦୁର୍ଘଟଣାରେ ୩ ଯୁବକଙ୍କ ମର୍ମନ୍ତୁଦ ମୃତ୍ୟୁ

କଟକ () କଟକ ପ୍ରତାପନଗରୀ ନିକଟରେ ଭାରସାମ୍ୟ ହରାଇ କେନାଲକୁ କାର୍ ଖସିଯିବାରୁ ୩ ଜଣଙ୍କ ମୃତ୍ୟୁ ହୋଇଥିଲା । ୨ ମୃତକଙ୍କ ପରିଚୟ ମିଳିଛି । ମୃତକ ହେଲେ ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁରର ପୂର୍ବତନ ଏମପି ଅମର ପ୍ରଧାନଙ୍କ ପୁଅ ଅଙ୍କୁର ପ୍ରଧାନ । ଅନ୍ୟ ଜଣେ ତେଲେଙ୍ଗାପେଣ୍ଠ ଅଞ୍ଚଳର ଗୌତମ…

ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ ଗିରଫ

ଭୁବନେଶ୍ୱର() ଦାଦାବଟି ଆଦାୟ ଅଭିଯୋଗରେ ଗିରଫ ହୋଇଛି ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ । ରାଜାକୁ ଗିରଫ କରିଛି କମିଶନରେଟ ପୋଲିସ । ଗିରଫ ପରେ କ୍ୟାପିଟାଲ ଥାନାରେ ରାଜାକୁ ଜେରା ଚାଲିଛି । ତେବେ ୨୦ ହଜାର ଟଙ୍କା ଦାଦାବଟି ଆଦାୟ ଅଭିଯୋଗରେ ରାଜା ଗିରଫ ହୋଇଛି ।

ଦାଦାବଟି ରୋକିବା ପାଇଁ ରଣନୀତି ପ୍ରସ୍ତୁତ

କଟକ() କଟକ ଭୁବନେଶ୍ୱରରେ ପାର୍ବଣ ସମୟରେ ଦାଦାବଟି ରୋକିବା ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି । ବିଭିନ୍ନ ଅପରାଧୀ ଗୋଷ୍ଠୀ ବ୍ୟବସାୟୀଙ୍କ ନିକଟରୁ ଏହି ସମୟରେ ବଟି ଆଦାୟ କରିବାର ନଜିର ରହି ଆସିଥିବା ବେଳେ ଥାନା ସ୍ତରରେ ପୁଲିସ ଏହି ବେଆଇନ କାରବାର ବନ୍ଦ କରିବାକୁ ରଣନୀତି ପ୍ରସ୍ତୁତ…

ଖୋଲିଲା ଅପରାଜିତାଙ୍କ ଅଫିସ୍

ଭୁବନେଶ୍ବର() ସିଲ ହେବାର ଆଠ ଦିନ ପରେ ଅପରାଜିତା ଷଡଙ୍ଗୀଙ୍କ କାର୍ୟ୍ୟାଳୟ ଖୋଲିଲା । ପଳାସପଲ୍ଲୀସ୍ଥିତ ସାଂସଦ ଅପରାଜିତାଙ୍କ କାର୍ୟ୍ୟାଳୟ ଆଜି ଖୋଲାଯାଇଛି । ସିଲ୍‌ କରିବାର ୮ଦିନ ପରେ ଅଫିସ୍‌ ଖୋଲିଛି ବିଏମ୍‌ସି । କୋଭିଡ୍‌ ଗାଇଡଲାଇନ୍‌ ଉଲ୍ଳଂଘନ ଅଭିଯୋଗରେ ୧୫ ଦିନ ପାଇଁ ଅଫିସ୍‌…

ଆଉ ୧୭ ଜୀବନ ନେଲା କରୋନା, ଖୋର୍ଦ୍ଧାରୁ ୫

ଭୁବନେଶ୍ବର() ଆଜି ୨୧୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୭ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୧୨୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଖୋର୍ଦ୍ଧାରୁ…

ନ୍ୟାୟ ମାଗୁଛନ୍ତି ସାଂସଦ ଚନ୍ଦ୍ରାଣୀ ମୁର୍ମୁ

ଭୁବନେଶ୍ୱର () ଜଣେ ମହିଳା ଲୋକ ପ୍ରତିନିଧିଙ୍କ ମିଛ ଓ ଅଶ୍ଳୀଳ ଭିଡିଓ ଭାଇରାଲ ଘଟଣାରେ ପୋଲିସ ଓଟିଭିର ଜଣେ ସାମ୍ବାଦିକଙ୍କୁ ଗିରଫ ଘଟଣାରେ ମୁହଁ ଖୋଲିଛନ୍ତି ସାଂସଦ ଚନ୍ଦ୍ରାଣୀ ମୁର୍ମୁ । ଗତ ନିର୍ବାଚନ ପୂର୍ବରୁ ତାଙ୍କର ଏକ ମିଛ ଭିଡିଓ ଭାଇରାଲ ହୋଇଥିଲା। ସେ ଜଣେ ଆଦିବାସୀ ଓ ଅବିବାହିତା…

ଆଜି ୨୧୯୬ ପଜିଟିଭ୍‌, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ବର()  ରାଜ୍ୟରେ ଆଜି ୨୧୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୨୭୪ ଜଣ ଚିହ୍ନଟ ହୋଇଥିବାବେଳେ ୯୨୨ଟି ଲୋକାଲ କେସ୍‌ ରହିଛି।…

କଂଗ୍ରେସ କ୍ଷମତାକୁ ଆସିଲେ ଲାଗୁ ହେବ ଧାରା ୩୭୦

ନୂଆଦିଲ୍ଲୀ()  ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ ପୁଣି ଥରେ ଧାରା ୩୭୦ ସମ୍ପର୍କରେ ମୁହଁ ଖୋଲିଛନ୍ତି । ଧାରା ୩୭୦ ଉଚ୍ଛେଦକୁ ଅଣ ସାମ୍ବିଧାନିକ ବୋଲି କହିବା ସହିତ ଗୁପକାର ରାଜିନାମା ପ୍ରତି ସମର୍ଥନ ଜାହିର କରିଥିଲେ । ଏହା ସହିତ କଂଗ୍ରେସ କ୍ଷମତାକୁ ଆସିଲେ ଜମ୍ମୁ କାଶ୍ମୀରରେ ଧାରା…