Odia News Portal
Monthly Archives

January 2021

ବାର୍ଡ ଫ୍ଲୁ ଆତଙ୍କ: ଖୋର୍ଦ୍ଧାରେ କୁକୁଡ଼ା ମଡ଼କ

ଖୋର୍ଦ୍ଧା : ଦେଶର ଅନେକ ରାଜ୍ୟରେ ବାର୍ଡ ଫ୍ଲୁ ଆତଙ୍କ ଖେଳାଇଛି । ଗତକାଲି ପର୍ଯ୍ୟନ୍ତ ଓଡ଼ିଶାରେ ବାର୍ଡ ଫ୍ଲୁ ହୋଇ ନଥିବା ନେଇ ମୁଖ୍ୟ ଶାସନ ସଚିବ ସୂଚନା ଦେଇଥିବା ବେଳେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ଆସିଛି କୁକୁଡ଼ା ମଡ଼କର ଖବର। ସୂଚନାନୁଯାୟୀ, ବେଗୁନିଆର ବଡ଼ବେରଣ ଗାଁରେ ଏକ ଫାର୍ମରେ

ଡବଲ୍ ମର୍ଡର: ଗିରଫଦାରୀ ସଂଖ୍ୟା ୬କୁ ବୃଦ୍ଧି

କଟକ : ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଉ ଜଣେ ଗିରଫ | ଏହାସହ ଗିରଫଦାରୀ ସଂଖ୍ୟା ୬ରେ ପହଞ୍ଚି ଥିବା ବେଳେ ଏବେ ବି ୪ ଅଭିଯୁକ୍ତଙ୍କୁ ଖୋଜୁଛି ପୁଲିସ । ୫ ତାରିଖରେ ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ଗତକାଲି ଆଉଜଣେ ଅଭିଯୁକ୍ତକୁ ଭୁବନେଶ୍ୱରରୁ ଗିରଫ କରାଯାଇଥିଲା । ମଙ୍ଗଳବାର

ଘୋଷଣା ହେଲା ୧୧ ଜଣିଆ ଭାରତୀୟ ଦଳ

ସିଡନୀ: ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ । ତୃତୀୟ ଟେଷ୍ଟ ମ୍ୟାଚ ପାଇଁ ଆଜି ୧୧ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି । ତୃତୀୟ ଟେଷ୍ଟ ମ୍ୟାଚରେ ମୟଙ୍କ ଅଗ୍ରୱାଲଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ତାଙ୍କ ସ୍ଥାନରେ ରୋହିତ ଶର୍ମା ଦଳକୁ ଫେରିଛନ୍ତି । ସେହିପରି ଏହି ଟେଷ୍ଟ ମ୍ୟାଚରେ

ଆଗାମୀ ୨ ମାସ ସତର୍କ ରୁହ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଟିକାକରଣ ପାଇଁ ଓଡିଶା ପ୍ରସ୍ତୁତ । କୋଭିଡ ପରିସ୍ଥିତି ଓ ଟିକାକରଣ ସମ୍ପର୍କରେ ସମୀକ୍ଷା ଅବସରରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାରା ରାଜ୍ୟରେ ବ୍ୟବସାୟିକ ପ୍ରତିଷ୍ଠାନ ଠୁ ନେଇ ଧର୍ମାନୁଷ୍ଠାନ ପର୍ଯ୍ୟନ୍ତ ଖୋଲିଥିବା ବେଳେ ଖୁବଶୀଘ୍ର

ଓଡ଼ିଶାରେ ନାହିଁ ବାର୍ଡ ଫ୍ଲୁ ଭୟ

ଭୁବନେଶ୍ୱର : ରାଜ୍ୟରେ ନାହିଁ ବାର୍ଡ ଫ୍ଲୁ ଭୟ । ତେଣୁ ରାଜ୍ୟବାସୀ ଏହାକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ । ବାର୍ଡ ଫ୍ଲୁ ସତର୍କତା ରିଭ୍ୟୁ ବୈଠକ ପରେ ଏ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଆମ ରାଜ୍ୟରେ ଏପର୍ଯ୍ୟନ୍ତ ବାର୍ଡ ଫ୍ଲୁ ଚିହ୍ନଟ ହୋଇନଥିବା ସ୍ପଷ୍ଟ କରିଛନ୍ତି

ମଦ୍ୟପ ପୋଲିସ୍ ବାବୁଙ୍କ ବର୍ବରତା

କୋରାପୁଟ : ସୀମା ଟପିଲା ବର୍ବରତା | ଚା’ ଦେବାରେ ବିଳମ୍ବ ହେବାରୁ ରାଗିଲେ ପୋଲିସ୍ ବାବୁ। ରାଗ ଉପରେ ନିୟନ୍ତ୍ରଣ ହରାଇ ବୃଦ୍ଧାଙ୍କ ପିଠିରେ ଢ଼ାଳି ଦେଲେ ଗରମ ଚାହା । ହାବିଲଦାରଙ୍କ ବିରୋଧରେ ଏମିତି ଅଭିଯୋଗ ଆଣିଛନ୍ତି ବୃଦ୍ଧା। କୋରାପୁଟ ଜିଲ୍ଲା ଦାମନଯୋଡି ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା

ଗାଈ ପାଟିରେ ଫୁଟିଲା ବୋମା

ବ୍ରହ୍ମପୁର : ଗାଈ ପାଟିରେ ଫୁଟିଲା ବୋମା | ବାର୍‌ହା ଶିକାର ପାଇଁ ବିଲରେ ବୋମା ବିଛା ଯାଇଥିବା ବେଳେ ସେହି ବୋମାକୁ ବିଲରେ ଚରୁଥିବା ଗାଈ ଖାଇ ଦେଇଥିଲା । ଯାହା ଫଳରେ ବୋମାଟି ଗାଈ ପାଟିରେ ବିସ୍ଫୋରଣ ହୋଇଥିଲା । ସଦର ଥାନା କୁକୁଡ଼ାଖଣ୍ଡି କାଳୁଆ ରୋଡ ନିକଟ ଏକ ବିଲରେ ଏହି ଭଳି ଅଭାବନୀୟ

ଆରଏସପିର ଦୁଇ ଡିଜିଏମ୍‌ ନିଲମ୍ବିତ

ରାଉରକେଲା : ଆଜି ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ ଲିକ ହୋଇ ୪ ଜଣ ପ୍ରାଣ ହରାଇଛନ୍ତି । ତେବେ ଏନେଇ ରାଉରକେଲା ଷ୍ଟିଲ ପ୍ଲାଣ୍ଟର ୨ଜଣ ଡିଜିଏମଙ୍କୁ ନିଲମ୍ବିତ କରାଯାଇଛି | କର୍ତ୍ତବ୍ୟରେ ଅବହେଳା ଦର୍ଶାଇ କୋଲ୍‌ କେମିକାଲ ଡିପାର୍ଟମେଣ୍ଟର ଡିଜିଏମ ଏନ୍‌. ଦାସ ଓ ଏନର୍ଜି

ପଦ୍ମାକୁ ମିଳିଲେ ନୂଆ ବନ୍ଧୁ

ଢେଙ୍କାନାଳ : ପଦ୍ମାକୁ ମିଳିଲେ ନୂଆ ବନ୍ଧୁ | ବ୍ରହ୍ମପୁରରୁ ଉଦ୍ଧାର କରି କପିଳାଶ ହାତୀ ଉଦ୍ଧାର କେନ୍ଦ୍ରରେ ଛଡ଼ା ଯାଇଥିବା ଗୋଠଛଡ଼ା ହାତୀଛୁଆ ପଦ୍ମାକୁ ମିଳିଛନ୍ତି ନୂଆ ବନ୍ଧୁ । ନୂଆ ବନ୍ଧୁକୁ ପାଇ ଏବେ ଖୁବ୍‌ ଖୁସୀ କୁନି ହାତୀଛୁଆ ପଦ୍ମ। | ଆଉ ପଦ୍ମାକୁ ମଧ୍ୟ ଖୁବ ଆଦରରେ ଆପଣାଇ

ଦର୍ଶନ ପାଇଁ କୋହଳ ହେଲା କଟକଣା

ଭୁବନେଶ୍ୱର : ଆଜିଠୁ ଆରମ୍ଭ ହୋଇଛି ଶ୍ରୀଲିଙ୍ଗରାଜ ମନ୍ଦିରରେ ସାଧାରଣ ଦର୍ଶନ। ତେବେ ସାଧାରଣ ଭକ୍ତଙ୍କ ଦର୍ଶନ ନିମନ୍ତେ ଲିଙ୍ଗରାଜ ମନ୍ଦିରରେ କଟକଣା କୋହଳ କରାଯାଇଛି ।ମନ୍ଦିର ମଧ୍ୟକୁ ପ୍ରବେଶ ନିମନ୍ତେ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇ ଥିବା ସମୟରେ ବୟସସୀମା ଉପରୁ ପ୍ରତିବନ୍ଧକ