Sign in
Sign in
Recover your password.
A password will be e-mailed to you.
Monthly Archives
January 2021
ଧରାପଡ଼ିଲା ଧଳାଜହର ରାକେଟ୍, ୪ ଗିରଫ
ଭଦ୍ରକ: ରାଜ୍ୟରେ ବେଧଡ଼କ ଚାଲିଛି ନିଶା କାରବାର । ଭଦ୍ରକରୁ ପୁଣି ୪ ବ୍ରାଉନସୁଗାର ବେପାରୀକୁ କାବୁ କରିଛି ପୋଲିସ। ଭଦ୍ରକ ସହରାଞ୍ଚଳ ଥାନା ଅଧିନ ବିଭିନ୍ନ ସ୍ଥାନରୁ ୬୧ ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଛି । ବ୍ରାଉନସୁଗାର ସହ ୨୨ଟି ମୋବାଇଲ ଫୋନ୍ ଏବଂ ୩ଟି ବାଇକ୍ ମଧ୍ୟ ଜବତ କରିଛି!-->…
୮ ଦିନରେ ଉଦ୍ଧାର ହେଲେଣି ୮୯୪
ଭୁବନେଶ୍ୱର: ରାଜ୍ୟରେ ଶିଶୁ ନିଖୋଜ ଘଟଣାକୁ ରୋକିବା ପାଇଁ ଓଡ଼ିଶା ପୋଲିସର ସ୍ୱତନ୍ତ୍ର ଡ୍ରାଇଭ୍ ସଫଳତା ମିଳିଛି ।ତେବେ ଏହି ସ୍ପେଶାଲ ଡ୍ରାଇଭ୍ ୧୮ ଜାନୁଆରୀରୁ ୨୫ ଜାନୁଆରୀ ପର୍ଯ୍ୟନ୍ତ ଚାଲିଥିଲା | ଯେଉଁଥିରେ ୮ ଦିନରେ ୮୯୪ ପିଲାଙ୍କୁ ଉଦ୍ଧାର କରାଯାଇଛି । ଏବଂ ସେଥିରେ ୯୪ ଜଣ ବାଳକ!-->…
ରହସ୍ୟ ଘେରରେ ଝରାଫୁଲଙ୍କ ମୃତ୍ୟୁ
ଯାଜପୁର: ରାସ୍ତା କଡ଼ରୁ ମିଳିଲା ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀଙ୍କ ମୃତଦେହ | ରାଜଧାନୀର ଛାତ୍ରୀଙ୍କୁ ହତ୍ୟାକରି ଯାଜପୁର ଜିଲ୍ଲାରେ ଫିଙ୍ଗିଲେ ଦୁଇ ଯୁବକ। ଆଜି ଏହିପରି ଏକ ଲୋମହର୍ଷକ ଘଟଣା ଯାଜପୁର ଜିଲ୍ଲାରୁ ଆସିଛି। ଯାହା ସିସିଟିଭିରେ କଏଦ ହୋଇଛି। ସିସିଟିଭି ଫୁଟେଜ୍ରେ ଦୁଇ!-->…
ପାଠକ ବାପ,ପୁଅଙ୍କୁ ମିଳିଲା ଜାମିନ୍
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ବାପ,ପୁଅ ଆଏଫ୍ଏସ୍ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକକୁ ମିଳିଲା ଜାମିନ | ଉଭୟ ବାପ,ପୁଅଙ୍କ ଜାମିନ ମଂଜୁର କରିଛନ୍ତି ଭିଜିଲାନ୍ସ କୋର୍ଟ | ୬୦ ଦିନ ମଧ୍ୟରେ ଚାର୍ଜସିଟ ଦାଖଲ ହୋଇନଥିବାରୁ ମିଳିଲା ଜାମିନ |୨ ଲକ୍ଷ ଟଙ୍କା ଓ ଦୁଇ ଜାମିନ୍ଦାରଙ୍କ ବଦଳରେ!-->…
ରେଳ ବଜେଟ: ଓଡ଼ିଶାର ଦାବି ୭୨୦୦ କୋଟି
ଭୁବନେଶ୍ୱର: ଚଳିତ ରେଳ ବଜେଟରେ ଓଡ଼ିଶାର ଦାବି ୭୨୦୦ କୋଟି । ରେଳ ବଜେଟ ପାଇଁ ଓଡିଶା ଦାବି ଉପସ୍ଥାପନା କରିଛି । ରାଜ୍ୟ ସରକାର ଦୁଇଟି ପର୍ଯ୍ୟାୟରେ ରେଳ ବଜେଟ ପାଇଁ ଦାବି ଉପସ୍ଥାପନା କରିଛନ୍ତି ।ତେବେ ଓଡ଼ିଶା ଚଳିତ ବର୍ଷ ରେଳ ବଜେଟ ନିମନ୍ତେ ୭ ହଜାର ୨ ଶହ କୋଟି ଦେବାକୁ ଦାବି କରିଛି ।!-->…
ପୁଣି ବିଗିଡିଲା ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟବସ୍ଥା
କୋଲକାତା: ପୁଣି ବିଗିଡିଲା ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟବସ୍ଥା । ବିସିସିଆଇର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟବସ୍ଥା ପୁଣି ଥରେ ଖରାପ ହୋଇଛି । ଦେହ ଖରାପ ହେବା ପରେ ସୌରଭ ଗାଙ୍ଗୁଲିଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି । ଆଜି ଅଚନାକ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ!-->…