କର୍ଲାପାଟରେ ବିଲୋପ ହୋଇଯିବେ କି ହାତୀ ?
କଳାହାଣ୍ଡି: କର୍ଲାପାଟରେ ହାତୀ ମଡ଼କ | ୧୩ ଦିନ ମଧ୍ୟରେ ଆଖି ବୁଜିଲେଣି ୫ ହାତୀ | ପୂର୍ବରୁ ୪ ହାତୀଙ୍କ ମୃତ୍ୟୁ ହୋଇ ସାରିଥିବା ସମୟରେ ଆଉ ଏକ ହାତୀ ଅସୁସ୍ଥ ଥିଲା। ତେବେ ଆଜି ଆଉ ଏକ ହାତୀର ମୃତ୍ୟୁ ଘଟିଛି | ତେବେ ହାତୀଙ୍କ ମୃତ୍ୟୁ ହାମରେଜ୍ ସେପ୍ଟିସେମିଆ ରୋଗରେ ଆକ୍ରାନ୍ତ ହୋଇ ଘଟୁଥିବା!-->…