Odia News Portal
Monthly Archives

March 2021

ନୂଆ ସଂକ୍ରମଣରେ ଅର୍ଥନୀତି ପ୍ରଭାବିତ ହେବନି

ମୁମ୍ବାଇ: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଗୁରୁବାର ଦିନ ଆତ୍ମବିଶ୍ୱାସର ସହ କହିଛନ୍ତି ଯେ କରୋନାଭାଇରସ ସଂକ୍ରମଣର ନୂଆ ତରଙ୍ଗ ଅର୍ଥନୈତିକ ପୁନରୁଦ୍ଧାର ଉପରେ ପ୍ରଭାବ ପକାଇବ ନାହିଁ ଏବଂ ଆସନ୍ତା ଆର୍ଥିକ ବର୍ଷ ପାଇଁ ଆରବିଆଇର 10.5 ପ୍ରତିଶତ

ଅଂଶୁଘାତ ମୁକାବିଲା ପାଇଁଁ ସ୍ୱତନ୍ତ୍ର ୱାର୍ଡ ଗଠନ

ଭୁବନେଶ୍ୱର : ପ୍ରତିବର୍ଷ ମାନଙ୍କ ଭଳି ଏଥର ମଧ୍ୟ ଅଂଶୁଘାତକୁ ମୁକାବିଲା କରିବାକୁ ପ୍ରସ୍ତୁତ ଅଛି ଓଡିଶା । ରାଜ୍ୟର ସମସ୍ତ ଜିଲ୍ଲାରେ ଜିଲ୍ଲାସ୍ତରୀୟ ଅଂଶୁଘାତ ମୁକାବିଲା କାର୍ଯ୍ୟକ୍ରମ ହେବ । ଏଥିସହ ରାଜ୍ୟର ସମସ୍ତ ବିଭାଗ ମଧ୍ୟ ଅଂଶୁଘାତ ମୁକାବିଲା ପାଇଁଁ ପ୍ରସ୍ତୁତ ଅଛନ୍ତି । ଆଜି

ନବରଙ୍ଗପୁରକୁ ଫେରିଲା ନାଇଟକର୍ଫ୍ୟୁ

ଭୁବନେଶ୍ୱର : ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କଟକଣା ଜାରି କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଆସନ୍ତା ୨୬ ତାରିଖରୁ ନୂଆ କଟକଣା ଜାରି କରିଛନ୍ତି । ରାଜ୍ୟର ପ୍ରଥମ ଜିଲ୍ଲା