Odia News Portal
Monthly Archives

April 2021

ପୁରୀ ଜିଲ୍ଲାପାଳଙ୍କ ଦ୍ଵାରା କୋଭିଡ କେୟାର ସେଣ୍ଟରର ଶୁଭାରମ୍ଭ

ପୁରୀ- ଜିଲ୍ଲାପାଳ ସମର୍ଥ ବର୍ମା ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ଥିବା କୋଭିଡ କେୟାର ସେଣ୍ଟର ଶୁଭାରମ୍ଭ କରିବା ସହ ଆନୁଷଙ୍ଗିକ ବ୍ୟବସ୍ଥାର ଯାଞ୍ଚ କରିଛନ୍ତି । ଏଠାରେ ୮୦ଟି ଶଯ୍ୟାର ବ୍ୟବସ୍ଥା ଥିବାବେଳେ ୫୦ଟି ଅକ୍ସିଜେନ୍  ସିଲିଣ୍ତର, ୪ଟି ଆମ୍ବୁଲାନ୍ସ ପ୍ରସ୍ତୁତ ରହିଛି ।

କ୍ୟାପିଟାଲ ରିଙ୍ଗ ରୋଡକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ବର: ରାଜଧାନୀରେ ନିର୍ମାଣ ହେବାକୁ ଥିବା ରିଂ ରୋଡ ପ୍ରକଳ୍ପକୁ ମିଲିଛି ମଞ୍ଜୁରୀ । ୬ ଲେନ୍ ବିଶିଷ୍ଟ ଏହି ରିଂ ରୋଡ୍ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖୋର୍ଦ୍ଧା-ଭୁବନେଶ୍ବର- ଆଠଗଡ଼-କଟକ-ଚୌଦ୍ବାରକୁ ଏହି ରିଂ ରୋଡ୍ ସଂଯୋଗ କରିବ । ୧୧୧.୨

ପଶ୍ଚିମବଙ୍ଗ ନଯାଇ ସମୀକ୍ଷା କରିବେ ମୋଦି

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସର ଅବସ୍ଥା ଦିନକୁ ଦିନ ବିଗିଡି ଯାଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ତାଙ୍କ ପ୍ରସ୍ତାବିତ ପଶ୍ଚିମବଙ୍ଗ ଗସ୍ତକୁ ବାତିଲ କରିଛନ୍ତି । ଆସନ୍ତାକାଲି କୋଭିଡ -19 ସ୍ଥିତିର ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ଏକ ଉଚ୍ଚ ସ୍ତରୀୟ ବୈଠକ କରିବେ

ଚିନ୍ତା ବଢ଼ାଇଲା ପଶ୍ଚିମବଙ୍ଗର ନୂଆ ଭୂତାଣୁ

ଭୁବନେଶ୍ୱର: ଦେଶରେ ସଂକ୍ରମଣ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଥିବା ସମୟରେ ଏବେ ଚିନ୍ତା ବଢ଼ାଇଛି ଟ୍ରିପଲ ମ୍ୟୁଟାଣ୍ଟ ବା ବଙ୍ଗ ଭୁତାଣୁ । ଅର୍ଥାତ ପୂର୍ବ ତିନୋଟି ଷ୍ଟ୍ରେନ୍ ମିଳିତ ହୋଇ ଏକ ନୂତନ ଷ୍ଟ୍ରେନ୍ ବା ଟ୍ରିପଲ ମ୍ୟୁଟେସନ ସୃଷ୍ଟି ହୋଇଛି । ଯାହା ଡବଲ ମ୍ୟୁଟାଣ୍ଟ ତୁଳନାରେ ବହୁ

5-ଟି ପ୍ରୟୋଗରେ ଆର୍ଥିକ କାର୍ଯ୍ୟଦକ୍ଷତା କ୍ଷମତା ବୃଦ୍ଧି ପାଇଛି

ଭୁବନେଶ୍ୱର: ଆର୍ଥିକ ପରିଚାଳନାରେ 5-ଟି ନୀତିର ପ୍ରୟୋଗର ଫଳାଫଳ ଭାବରେ, ରାଜ୍ୟ ଗତ ବର୍ଷ ତୁଳନାରେ ଏହାର ଆର୍ଥିକ କାର୍ଯ୍ୟଦକ୍ଷତା ବୃଦ୍ଧି କରିଛି | ଅନଲାଇନ୍ ମୋଡ୍ ଏବଂ ‘ଇ-ରସିଦ’ ମାଧ୍ୟମରେ ‘ଟିକସ ଦେୟର ସହଜତା’ ମଧ୍ୟ ବହୁ ପରିମାଣରେ ସହାୟକ ହୋଇଛି ଯେତେବେଳେ ରାଜସ୍ୱ ପ୍ରସଙ୍ଗରେ

ରିଲିଜ ହେଲା ଭାଇଜାନଙ୍କ ଫିଲ୍ମ ‘ରାଧେ’ର ଟ୍ରେଲର

ମୁମ୍ବାଇ: ରିଲିଜ ହୋଇଯାଇଛି ସଲମାନ ଖାନଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାଧେ’ର ଦମଦାର ଟ୍ରେଲର । ଆସନ୍ତା ମେ’ ୧୩ ଇଦ୍‌ରେ ଫିଲ୍ମ ‘ରାଧେ’ ରିଲିଜ୍ ହେବ ବୋଲି ସେ ଘୋଷଣା କରିଛନ୍ତି ।ଫିଲ୍ମର ଟ୍ରେଲରେ ସଲମାନଙ୍କ ବ୍ୟତୀତ ଅଭିନେତ୍ରୀ ଦିଶା ପଟାନୀ, ଜ୍ୟାକି ଶ୍ରଫ୍ ଏବଂ ରଣଦୀପ ହୁଡା

ଲାଲବାହିନୀ ଟାର୍ଗେଟରେ କେନ୍ଦୁପତ୍ର ବ୍ୟବସାୟୀ

ମାଲକାନଗିରି :) ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ୍ ଅନ୍ତର୍ଗତ ନାକାମାମୁଡ଼ି ପଞ୍ଚାୟତ ମୁଖ୍ୟ ରାସ୍ତାର ପାର୍ଶ୍ଵରେ ଲାଗିଛି ଲାଲ୍ ରଙ୍ଗର ମାଓ ବ୍ୟାନର । ବ୍ୟାନର ରେ ଘୋରୋଇ କେନ୍ଦୁପତ୍ର ବ୍ୟବସାୟୀଙ୍କୁ ଟାରଗେଟ୍ କରି ଲାଗିଛନ୍ତି ବ୍ୟାନର। ପୂର୍ବରୁ ଠିକାଦାର ଓ ପୋଲିସ ବହୀନିଙ୍କୁ

ଦେଶ ସଂକଟରେ ନବୀନ ସାଜିବେ ସଙ୍କଟ ମୋଚକ

*ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | *ଦେଶରେ କରୋନା ସ୍ଥିତି ନେଇ ଫୋନ୍ ଯୋଗେ କଲେ ଆଲୋଚନା | *ଅକ୍ସିଜେନ ଉତ୍ପାଦନ ଓ ଜରୁରୀକାଳୀନ ସ୍ଥିତିରେ ଅନ୍ୟ ରାଜ୍ୟକୁ ସହଯୋଗର ହାତ |