Latest ଜଳାଭାବ ସମୟରେ ଭାଙ୍ଗିଗଲା କେନାଲ swadhikarnews Apr 22, 2021 0 .ଜଳମଗ୍ନ ହେଲା ବହୁ ଗ୍ରାମ ,.ଉଜୁଡିଗଲା ବହୁ ଚାଷୀଙ୍କ ଫସଲ . କ୍ଷତିପୂରଣ ଦାବିକଲେ ଅଞ୍ଚଳବାସୀ
Latest ଏସି ଚଲାଇ ସଂକ୍ରମଣକୁ ଡାକନ୍ତୁନି swadhikarnews Apr 22, 2021 0 ଭୁବନେଶ୍ୱର : ଥଣ୍ଡାରେ ବ୍ୟାପିବ ସଂକ୍ରମଣ । ଅଧିକ ସମୟ ଏସିରେ ରହୁଥିବା ବ୍ୟକ୍ତିମାନେ ସାବଧାନ । କିଛି ଏପରି କହିଛନ୍ତି ପରିବାର କଲ୍ୟାଣ ନିଦେ୍ର୍ଦଶକ ବିଜୟ କୁମାର ପାଣିଗ୍ରାହୀ । ସେ କହିଛନ୍ତି ଯେ, ବେର ଏହି ଭୂତାଣୁ ପ୍ରତିହତ ପାଇଁ ବାୟୁ ଚଳପ୍ରଚଳ ଆବଶ୍ୟକ । ଗୋଟିଏ ରୁମରେ ଅଧିକ ଲୋକ!-->…
Latest ମେ’୧୬ରେ ପିପିଲି ଭୋଟ୍, ୧୯ରେ ରେଜଲ୍ଟ swadhikarnews Apr 22, 2021 0 ଭୁବନେଶ୍ୱର: ପୁଣି ଆଉଥରେ ଘୁଞ୍ଚିଲା ପିପିଲି ଉପ-ନିର୍ବାଚନ ତାରିଖ । ଆସନ୍ତା ମେ’ ୧୬ରେ ହେବ ପିପିଲି ଉପ-ନିର୍ବାଚନ ।ସେହିଭଳି ମେ’ ୧୩ ତାରିଖ ସନ୍ଧ୍ୟାରୁ ହିଁ ପିପିଲି ପ୍ରଚାର ବନ୍ଦ ହେବ ବୋଲି ନିର୍ଵାଚନ କମିଶନଙ୍କ ନିର୍ଦ୍ଦେଶ | ପୂର୍ବରୁ ମେ’ ୧୩ରେ ନିର୍ବାଚନ ହେବା ନେଇ ତାରିଖ ସ୍ଥିର!-->…
Latest ସଟଡାଉନ ସମୟ ସ୍ପଷ୍ଟ କଲେ ଏସ୍ଆରସି swadhikarnews Apr 22, 2021 0 ଭୁବନେଶ୍ୱର : ଦିନକ ପରେ ରାଜ୍ୟର ସହରାଂଚଳରେ ଲାଗୁ ହେବ ସଟ୍ଡାଉନ୍ । ଆଜି ରାଜ୍ୟ ସରକାର ସଟଡାଉନ୍ ସମୟ ସ୍ପଷ୍ଟ କରିଛନ୍ତି । ଶନିବାର ସକାଳ ୫ଟାରୁ ଏହି ନିୟମ ଲାଗୁ କରାଯିବ ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା । ଏହା ସ୍ପଷ୍ଟ ହୋଇଛି ଯେ ଶୁକ୍ରବାର ରାତିର!-->!-->!-->…
Latest ପରୀକ୍ଷା ବାତିଲ ଦାବି ଆନ୍ଦୋଳନରେ +୨ ଛାତ୍ରଛାତ୍ରୀ swadhikarnews Apr 22, 2021 0 ଭୁବନେଶ୍ବର: ପରୀକ୍ଷା ନେଇ ଚିନ୍ତାରେ ଅଛନ୍ତି ଛାତ୍ରଛାତ୍ରୀ । ପରୀକ୍ଷା ଦେବେ ନା ନାହିଁ ଦ୍ୱନ୍ଦ୍ୱରେ ଅଛନ୍ତି । ଦଶମ ଶ୍ରେଣୀ ପରୀକ୍ଷା ବାତିଲ୍ ହେବା ପରେ ଏବେ +୨ ପରୀକ୍ଷା ଉପରେ ସମସ୍ତଙ୍କ ନଜର । ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ଆନେ୍ଦାଳନକୁ ଓହ୍ଲାଇବା ପରେ ବଡ ନିଷ୍ପତି ନେଇଥିଲେ!-->…
Latest ମାତ୍ର ୩୦ ହଜାର ଟଙ୍କା ପାଇଁ ସେଦିନ ଝଡ଼ି ପଡିଥିଲା ଝରାଫୁଲ ! swadhikarnews Apr 22, 2021 0 *ବାଇକ କିଣିବା ପାଇଁ ଝରାଫୁଲ ଠାରୁ ୩୦ ହଜାର ଟଙ୍କା ନେଇଥିଲା ରାକେଶ | *ଟଙ୍କା ମାଗିବାରୁ ରାସ୍ତାରୁ ହଟାଇବାକୁ ଯୋଜନା ପ୍ରସ୍ତୁତ କରିଥିଲେ ରାକେଶ | *ଓୟୋରେ ଜୋର ଜବରଦସ୍ତ ମଦ ପିଆଇ ଶ୍ୱାସରୁଦ୍ଧ କରି ହତ୍ୟା |
Latest ଅକ୍ସିଜେନ୍ ଯୋଗାଣରେ ଦିଲ୍ଲୀବାସୀଙ୍କ ଦିଲ୍ ଜିତିଲା ଓଡ଼ିଶା swadhikarnews Apr 22, 2021 0 *ଅକ୍ସିଜେନ୍ ପାଇଁ ଓଡ଼ିଶାକୁ ପ୍ରଶଂସା କଲେ କେଜ୍ରିୱାଲ୍ | *ଦିଲ୍ଲୀର ସରକାରଙ୍କୁ ସହାୟତାର ହାତ ବଢାଇଛନ୍ତି ଓଡିଶା ସରକାର |
Latest ମାତିଲେ ଟିକା ଲୁଟେରା, ନେଇଗଲେ ୧,୭୧୦ ଡୋଜ୍ swadhikarnews Apr 22, 2021 0 ଚଣ୍ଡିଗଡ଼ : ଦେଶରେ କରୋନାକୁ ମାତ ଦେବା ପାଇଁ ନିରାକରଣ କରାଯାଉଛି । କରୋନା ନେଇ ଲୋକଙ୍କ ମନରେ ଡର ବସା ବାନ୍ଧିଛି । ଟିକାର ଚାହିଦା ବୃଦ୍ଧି ପାଉଥିବାରୁ ଏହାର ଫାଇଦା ନେବାକୁ ଚୋର ଅନାଇ ବସଛନ୍ତି। ହରିୟାଣା ଅନ୍ତର୍ଗତ ଜିନ୍ଦ୍ର ‘ପି. ପି. ସେଣ୍ଟର୍ ଜେନେରାଲ୍ ହସ୍ପିଟାଲ୍’ର!-->…
Latest ଝରାଫୁଲ ମୃତ୍ୟୁ ମାମଲାରେ ଆଉ ଜଣେ ଗିରଫ swadhikarnews Apr 22, 2021 0 ଭୁବନେଶ୍ୱର: ରମାଦେବୀ କଲେଜ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ଘଟଣା ଏବେବି ରହସ୍ୟ ଘେରରେ ରହିଥିବା ସମୟରେ ଆଜି ଏହି ଘଟଣାରେ ଆଉ ଜଣଙ୍କୁ ଗିରଫ କରିଛି ଯାଜପୁର ପୋଲିସ । ଝରାଫୁଲ ମାମଲାରେ ଭୁବନେଶ୍ୱରରୁ ଶକ୍ତି ଶେଖର ନାମକ ଜଣେ ଯୁବକକୁ ଗିରଫ କରାଯାଇଛି । ମୁଖ୍ୟ ଅଭିଯୁକ୍ତକୁ ସହଯୋଗ!-->…