Odia News Portal
Monthly Archives

April 2021

ସ୍ୱର୍ଗଦ୍ୱାର ରୂପାନ୍ତରଣ କାର୍ଯ୍ୟ ସମୀକ୍ଷା କଲେ ପୂର୍ତ୍ତ ସଚିବ

ଭୁବନେଶ୍ବର: ପୂର୍ତ୍ତ ବିଭାଗ ସଚିବ କ୍ରିଷ୍ଣନ କୁମାର ଏବଂ ପୁରୀ ଜିଲ୍ଲାପାଳ ସମେତ ଅନେକ ବରିଷ୍ଠ ଅଧିକାରୀ ଆଜି ସ୍ୱର୍ଗଦ୍ୱାର ଯାଇ ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି | ସ୍ୱର୍ଗଦ୍ୱାର ରୂପାନ୍ତରଣ କାର୍ଯ୍ୟ ପୂରା ହେବା ପୂର୍ବରୁ ନିମ୍ନଲିଖିତ କାର୍ଯ୍ୟଗୁଡ଼ିକ ସମ୍ପୂର୍ଣ୍ଣ ହେବ ଯଥା:

ମାଓବାଦୀଙ୍କ ହୀନ ଚକ୍ରାନ୍ତ, ଯବାନଙ୍କୁ ଅପହରଣ

ମାଲକାନଗିରି : ବିଜାପୁରରେ ମାଓବାଦୀଙ୍କ ହମଲା ପରେ ସୁରକ୍ଷାକର୍ମୀମାନେ ନିଜ ରଣକୌଶଳ ବଦଳାଇଛନ୍ତି । ଫଳରେ କିଛି ଦିନ ହେଲା ନକ୍ସଲ ଦମନରେ ସୁରକ୍ଷାକର୍ମୀ ବଡ ସଫଳତା ପାଉଛନ୍ତି । ନକ୍ସଲମାନେ ଏଥିରେ ବିଚଳିତ ହୋଇପଡିଥିବାବେଳେ ସରକାରଙ୍କୁ ଅକଳରେ ପକାଇବାକୁ ମନ୍ଦ ଚିନ୍ତା କରୁଛନ୍ତି ।

କରୋନାର ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଲେ ବିଶେଷଜ୍ଞ

ନୂଆଦିଲ୍ଲୀ : ଦେଶରେ ଦ୍ୱିତୀୟ ଲହରର ପ୍ରକୋପ ଚିନ୍ତା ବଢାଇଛି । ଦେଶରେ ଦୈନିକ ସଂକ୍ରମଣ ୩ ଲକ୍ଷ ଟପିବା ଉପରେ । ସଂକ୍ରମଣ ସାଧାରଣ ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି । ଏଭଳି ଏକ ସଙ୍କଟ ସମୟରେ ଲୋକଙ୍କ ମନରୁ କିଭଳି ଭୟକୁ ଦୂର କରାଯାଇପାରିବ ଚେଷ୍ଟା କରାଯାଉଛି । ଆଜି ଜନସାଧାରଣଙ୍କୁ କରୋନାଠୁ

ପୁଣି ଥରେ କଟିବାକୁ ଯାଉଛି ସରକାରୀ କର୍ମଚାରୀଙ୍କ ଦରମା !

ଜୟପୁର: ମହାମାରୀରେ କରୋନା ସ୍ଵାସ୍ଥ୍ୟ ବ୍ୟବସ୍ଥା ସହିତ ଅର୍ଥ ବ୍ୟବସ୍ଥାକୁ ମଧ୍ୟ ଶକ୍ତ ଝଟକା ଦେଇଛି । ଏହି ସଙ୍କଟ ମଧ୍ୟରେ ପୁଣି ଥରେ ସରକାରୀ କର୍ମଚାରୀଙ୍କ ଦରମା କଟିବାକୁ ଯାଉଛି । ଦରମା କାଟିବା ପରି ଚରମ ନିଷ୍ପତ୍ତି ନେବାକୁ ଯାଉଛନ୍ତି ରାଜସ୍ଥାନର ଗେହଲଟ୍ ସରକାର । କର୍ମଚାରୀଙ୍କ

ଧୋନୀଙ୍କୁ ଝଟକା : ବାପା-ମାଙ୍କୁ କରୋନା

ରାଞ୍ଚି : ଚଳିତ ଆଇପିଏଲ୍ରେ ଚେନ୍ନାଇ ସୁପରକିଙ୍ଗ୍ସ ଭଲ ପ୍ରଦର୍ଶନ ଅବ୍ୟାହତ ରଖିଛି । ଗତ ସିଜିନର ଖରାପ ପ୍ରଦର୍ଶନକୁ ଭୁଲି ଏଥର କମାଲ୍ କରିବା ଲକ୍ଷ୍ୟରେର ରହିଛନ୍ତି ମହେନ୍ଦ୍ର ସିଂ ଧୋନୀ । ଏଭଳି ସମୟରେ ତାଙ୍କ ପାଇଁ ଖରାପ ଖବର ଆସି ପହଞ୍ଚିଛି । ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ