Odia News Portal
Monthly Archives

April 2021

ପିପିଲିରେ ଆଇନ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା କରୁଛନ୍ତି ଏଡିଜି ଜଶବନ୍ତ ଜେଠୱା

ପିପିଲି: ପିପିଲିରେ ଆଇନ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା କରିବା ପାଇଁ ପୁଲିସ ଏଡିଜି ଜଶବନ୍ତ ଜେଠୱା ଓ ପୁରୀ ଏସପି କନଓ୍ବର ବଲଓ୍ବନ୍ତ ସିଂ ପହଞ୍ଚିଛନ୍ତି । ଆସନ୍ତା ପିପିଲି ଉପନିର୍ବାଚନ ପାଇଁ ଶାନ୍ତି ଶୃଙ୍ଖଳାସହ ଭୋଟ ଦାନ ପାଇଁ ଚାଲିଛି ସମୀକ୍ଷା ।ପିପିଲି- ଡେଲାଙ୍ଗ ନିର୍ବାଚନ

କମ୍ବିଂ ବେଳେ ଛତ୍ରଭଙ୍ଗ ଦେଲେ ମାଓବାଦୀ

କନ୍ଧମାଳ : ଛତିଶଗଡ଼ରେ ମାଓ ହମଲା ପରେ ଓଡ଼ିଶା ପାଇଁ ସତର୍କଘଣ୍ଟି ସଦୃଶ ହୋଇଛି । ଏହାକୁ ଦୃଷ୍ଟିରେ ରଖି ସୁରକ୍ଷାବାହିନୀ ପକ୍ଷରୁ କମ୍ବିଂ ଅପରେସନ୍ ଜୋରଦାର କରାଯାଇଛି । ଆଜି କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା  ଅନ୍ତର୍ଗତ କୋଲାମପଡା ଗାଁ ନିକଟ ଜଙ୍ଗଲରେ ଏସଓଜି ଓ ଡିଭିଏଫର ମିଳିତ କମ୍ବିଂ ।

ମାଓ ସଙ୍ଗଠନ ଜାରି କଲା ଯବାନଙ୍କ ଫଟୋ

ମାଲକାନଗିରି : ବିଜାପୁର ଟେକେଲଗୁଡା ଏନକାଉଣ୍ଟରରେ ମାଓବାଦୀଙ୍କ ଦ୍ୱାରା ଅପହୃତ ହୋଇଥିଲେ କୋବ୍ରା ଯବାନ ରାଜେଶ୍ୱର ସିଂ ମାନହାସ । ଏହି ଘଟଣାକୁ ନେଇ ସାରା ଦେଶରେ ହଟଚମଟ ସୃଷ୍ଟି ହୋଇଥିଲା । ଏପରିକି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଏହି ମାମଲାରେ ପରୋକ୍ଷ ଭାବେ ସାମିଲ ହୋଇଥିଲେ

ଟିକା ଅଭାବରୁ ବନ୍ଦ ହେଲାଣି ୪୦୦ ଟିକାଦାନ କେନ୍ଦ୍ର: ବିଜୟ

ଭୁବନେଶ୍ୱର: ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର କୋଭିଡ ଭ୍ୟାକସିନ ନଥିବାରୁ ରାଜ୍ୟରେ ବନ୍ଦ ହୋଇଗଲାଣି ୪୦୦ ଟିକାକରଣ କେନ୍ଦ୍ର | ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି | ସେ କହିଛନ୍ତି, ୨ ଦିନ ଭିତରେ ଟିକା ନଆସିଲେ ଧାର୍ଯ୍ୟ ଲକ୍ଷ୍ୟ

ସଂକ୍ରମଣ ରୋକିବାର ମାଧ୍ୟମ ନାଇଟ୍ କର୍ଫ୍ୟୁ: ଡିଏମଇଟି

ଭୁବନେଶ୍ୱର: ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତିଙ୍କ ବଡ ବୟାନ | ନାଇଟ୍ କର୍ଫ୍ୟୁ ସଂକ୍ରମଣ ରୋକିବାର ଏକ ମାଧ୍ୟମ ଅଟେ । ରାତିରେ କ୍ଲବ୍ ଓ ପାର୍ଟିରେ ଯେଉଁ ଗହଳି ହୋଇଥାଏ ତାକୁ ରୋକିବା ପାଇଁ ନାଇଟ୍ କର୍ଫ୍ୟୁର ଆବଶ୍ୟକତା ନିହାତି ଭାବେ ରହିଛି । ବର୍ତ୍ତମାନ ଭାଇରସ୍ ପୂର୍ବ ଅପେକ୍ଷା