Odia News Portal
Monthly Archives

April 2021

ପୁତ୍ର ସନ୍ତାନର ବାପା ହେଲେ ଓଲିଉଡ଼ ଷ୍ଟାର ବାବୁଶାନ୍

ଭୁବନେଶ୍ବର: ପୁତ୍ର ସନ୍ତାନର ବାପା ହୋଇଛନ୍ତି ଓଲିଉଡ଼ ଷ୍ଟାର ବାବୁଶାନ୍। ମଙ୍ଗଳବାର ସନ୍ଧ୍ୟାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ବାବୁଶାନ୍ ଙ୍କର ପୁତ୍ର ସନ୍ତାନ ଜନ୍ମ ହୋଇଛି । ଏନେଇ ସୋସିଆଲ୍‌ ମିଡିଆରେ ପୁଅର ଭିଡିଓ ଭାଇରାଲ୍‌ ହୋଇଥିଲା । ଏହାପରେ ଓଲିଉଡ କ୍ଷେତ୍ରରୁ ଶୁଭେଚ୍ଛାର

ଥାନାରେ ନାଗିନ୍ ଡ୍ୟାନ୍ସ ଘଟଣାରେ ଏଏସଆଇ ସସପେଣ୍ଡ

ଯାଜପୁର: ଆଇନ ମନ୍ଦିରରେ ନାଗିନ୍ ଡ୍ୟାନ୍ସ ଘଟଣାରେ କାର୍ଯ୍ୟାନୁଷ୍ଠାନ।ଘଟଣାରେ ପ୍ରାଥମିକ ତଦନ୍ତ ପରେ ଯାଜପୁର ଜିଲ୍ଲା ପାଣି କୋଇଲି ଥାନା ଏଏସ୍ଆଇ ନିଲମ୍ବିତ । ଏଏସ୍ଆଇ ସଞ୍ଜୟ ଦାସଙ୍କୁ ନିଲମ୍ବିତ କଲେ ଯାଜପୁର ଏସପି ।ସେହିଭଳି ଘଟଣାରେ ସଂପୃକ୍ତ ଅନ୍ୟ କର୍ମଚାରୀଙ୍କ ଉପରେ ମଧ୍ୟ କଡ଼ା

ଭୁବନେଶ୍ୱରରେ ସେଞ୍ଚୁରି ମାରିଲା କରୋନା

ଭୁବନେଶ୍ୱର: ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ କରୋନା ତାର ପ୍ରଭାବ ଦେଖାଇବାରେ ଲାଗିଲାଣି । ଆଜି ଗୋଟିଏ ଦିନରେ ରାଜଧାନୀରୁ ଶତାଧିକ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ରାଜଧାନୀବାସୀଙ୍କ ମନରେ ଛନକା ପଶିଛି । ଚିନ୍ତାର ବିଷୟ ଏହା ଯେ, ଚିହ୍ନଟ ହୋଇଥିବା ଏହି ପଜିଟିଭଙ୍କ ଭିତରେ ୮୦ ଜଣ

ଯୁଦ୍ଧକାଳୀନ ଭିତ୍ତିରେ ହେବ ଧଉଳିର ମରାମତି କାର୍ଯ୍ୟ

ଭୁବନେଶ୍ୱର : ଧଉଳି ଶାନ୍ତିସ୍ତୂପର ସାମଗ୍ରୀକ ବିକାଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବିଜ୍ଞାନ ଓ କାରଗିରୀ କୌଶଳ, ସାଧାରଣ ଉଦ୍ୟୋଗ ଏବଂ ସମାଜକଲ୍ୟାଣ ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ ଭୁବନେଶ୍ୱରଠାରେ ଅନୁଷ୍ଠିତ