Odia News Portal
Monthly Archives

May 2021

ବିନା ରେଜିଷ୍ଟ୍ରେସନରେ ନେଇ ପାରିବେନି ୩ୟ ପର୍ଯ୍ୟାୟ ଟିକା

ଭୁବନେଶ୍ୱର: ଆସନ୍ତା ୩ ତାରିଖ ସୋମବାରଠାରୁ ରାଜଧାନୀରେ ଆରମ୍ଭ ହେବ ୧୮ ବର୍ଷରୁ ଅଧିକଙ୍କ ଟିକାକରଣ । ତେବେ ଏଥିପାଇଁ ଆଜି ସନ୍ଧ୍ୟାରୁ ଆରମ୍ଭ ହେବ ସ୍ଲଟ୍ ବୁକିଂ । ଏନେଇ ପ୍ରେସମିଟ୍ ଜରିଆରେ ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ ଚୌଧୁରୀ | ଲୋକମାନେ ନିଜର ରେଜିଷ୍ଟ୍ରେସନ କରି

ମା’ଙ୍କ ଉପସ୍ଥିତିରେ ମାସେ କାଳ ନାବାଳିକାଙ୍କୁ ଗଣଦୁଷ୍କର୍ମ

ମାହାଙ୍ଗା: ମାସେ କାଳ ନାବାଳିକାଙ୍କୁ ଗଣଦୁଷ୍କର୍ମ । ମା’ଙ୍କ ଉପସ୍ଥିତିରେ ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ । ଅଭିଯୁକ୍ତଙ୍କ ସହ ମା’ଙ୍କ ସମ୍ପୃକ୍ତି ଥିବା ଚର୍ଚ୍ଚା । ୪/୫ ଜଣ ଲୋକ ଘରେ ପଶି ଜୋରଜବରଦସ୍ତ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ମାହାଙ୍ଗା

ରାଜଧାନୀରେ ଟିକା ନେଲେ ୧୮ ବର୍ଷରୁ ଅଧିକ

ଭୁବନେଶ୍ୱର: ଦେଶରେ ଆଜିଠାରୁ ଆରମ୍ଭ ହୋଇଛି ତୃତୀୟ ପର୍ଯ୍ୟାୟ ଟିକାକରଣ | ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ତୃତୀୟ ପର୍ଯ୍ୟାୟ କୋଭିଡ ଟିକାକରଣର ଡ୍ରାଏ ରନ୍ ଚାଲିଛି । ସୂଚନା ଅନୁଯାୟୀ ନୟାପଲ୍ଲୀ ଆଇଆରସି ଭିଲେଜ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ଡ୍ରାଏ ରନ ହୋଇଛି । ବିଏମସି

କରୋନା ଭୟର ହୃଦୟ ବିଦାରକ ଦୃଶ୍ୟ

- ଆମ୍ବୁଲାନ୍ସ ରେ ପ୍ରସୂତି କଲେ ଯମଜ ସନ୍ତାନ - କୋଭିଡ ଟେଷ୍ଟ ହୋଇନି ବୋଲି ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀ ମାନେ ଛୁଇଁଲେନି - ହସ୍ପିଟାଲ ବାହାରେ ଆମ୍ବୁଲାନ୍ସରେ ଦୁଈ ଘଣ୍ଟା ପଡିରହିଲେ

ଲୋକପ୍ରିୟ କଳାକାର ବିକ୍ରମଙ୍କ ମୃତ୍ୟୁ

ମୁମ୍ବାଇ: କରୋନା ନେଲା ଆଉ ଜଣେ ବଲିଉଡ କଳାକାରଙ୍କ ଜୀବନ । ବଲିଉଡ ସିନେମା,ଛୋଟପରଦା ଓ ୱେବ ସିରିଜର ଲୋକପ୍ରିୟ କଳାକାର ବିକ୍ରମ କନୱରପାଲଙ୍କ ୫୨ବର୍ଷ ବୟସରେ ମୃତ୍ୟୁ ହୋଇଛି । ବିକ୍ରମ କରୋନାରେ ଆକ୍ରାନ୍ତ ହୋଇ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଫିଲ୍ମ

ଦେଶରେ ପ୍ରତିଷ୍ଠା ହେବ ୧୦ ହଜାର ଅକ୍ସିଜେନ ସଂଯୁକ୍ତ ବେଡ୍

ନୂଆଦିଲ୍ଲୀ: କୋଭିଡ୍-୧୯ ମହାମାରୀକୁ ଦୃଢ଼ତାର ସହ ଲଢ଼ିବା ଦିଗରେ ଇସ୍ପାତ୍ ଶିଳ୍ପର ଭୂମିକା ଏବଂ ଯୋଗଦାନ ଉପରେ ଶୁକ୍ରବାର ସରକାରୀ ଏବଂ ଘରୋଇ ଇସ୍ପାତ୍ ଶିଳ୍ପର ମୁଖ୍ୟ ଓ ଅଧିକାରୀ ମାନଙ୍କ ସହ ଏକାଧିକ ବୈଠକ କରି ବିସ୍ତୃତ ଭାବେ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କୋଭିଡ୍ ହସ୍ପିଟାଲ ହେଲା ତାଳଚେର ଏମସିଏଲ୍ ହସ୍ପିଟାଲ

*ଅନୁଗୁଳ ଜିଲ୍ଲା ଓ ଆଖପାଖ ଅଂଚଳର କୋଭିଡ୍ ରୋଗୀ ଉପକୃତ ହେବେ - ଧର୍ମେନ୍ଦ୍ର ପ୍ରଧାନ *ଗତ ଏପ୍ରିଲ ୨୦ ତାରିଖରେ ଏ ନେଇ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଅନୁରୋଧ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | * ମେଡିକାଲରେ ଆନୁଷଙ୍ଗିକ ବ୍ୟବସ୍ଥା କରିଥିବାରୁ…

ବାଲୁକାକଳା ମାଧ୍ୟମରେ କୋଭିଡ ସଚେତନତା

ପୁରୀ: ଦେଶରେ କୋଭିଡ ସଂକ୍ରମଣ ଏବେ ଧୃତ ଗତିରେ ବ୍ୟାପୁଥିବା ବେଳେ ସମସ୍ତ ଜନ ସାଧାରଣ ସରକାରଙ୍କ କୋଭିଡ ଗାଇଡ଼ ଲାଇନ ମାନିବା ଉଚିତ। ଏଥି ସହିତ ସଟ ଡାଉନ ଓ ଲକ ଡାଉନ ନିୟମ କୁ ମଧ୍ୟ ପ୍ରତେକ ବ୍ୟକ୍ତି ମାନିବା ଉଚିତ। ଏଥି ସହିତ ୬ ଫୁଟ ଦୂରତା , ମାସ୍କ ପିନ୍ଧିବା ଏବଂ କୋଭିଡ ଟୀକା ନିଶ୍ଚିତ

ଶେଷହେଲା ଶ୍ରୀକ୍ଷେତ୍ର ସାହିଯାତ୍ରା

ଶ୍ରୀରାମ ନବମୀ ଠାରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ର ସାହିଯାତ୍ରା ଶେଷ ହୋଇଛି | ଶ୍ରୀରାମ ଜନ୍ମ ନୀତି ଠାରୁ ସାହିଯାତ ଆରମ୍ଭ ହୋଇଥିଲା | ଗତକାଲି ରାବଣ ବଧ ନୀତିରେ ଶେଷ ହୋଇଛି | ମହାପ୍ରଭୁଙ୍କ ଅଜ୍ଞାମାଳ ପାଇବା ପରେ ବାଲିସାହି ରାବଣ ବାହାରି ସାହି ପରିକ୍ରମା କରି ଜମ୍ବେଶ୍ୱର ମନ୍ଦିରରେ