Odia News Portal
Monthly Archives

June 2021

ନାବାଳିକାଙ୍କୁ ଯୌନ ନିର୍ଯାତନା ଅଭିଯୋଗ

ପାଟନା: ଲଜ୍ଜା । ପୁଣି ଲଜ୍ଜା । ଥମିବାର ନାଁ ଧରୁନି ଦୁଷ୍କର୍ମକାରୀଙ୍କ ସଂଖ୍ୟା । କିଛି କ୍ଷଣର ସୁଖ ଲାଗି ମଣିଷ ପାଲଟି ଯାଉଛି ପଶୁ । ବୟସର ତାରତମ୍ୟ ନଦେଖି କରି ଘଟାଉଛି ଅମାନୁଷିକ କାର୍ଯ୍ୟ । ଜଣେ ନାବାଳିକା ଛାତ୍ରୀଙ୍କୁ ସ୍କୁଲ ମାଲିକ ଯୌନ ନିର୍ଯାତନା ଦେଉଥିବାର ଅଭିଯୋଗ ହୋଇଛି ।

ଆରମ୍ଭ ହେଲା ଅନଲାଇନ୍ ପାଠପଢ଼ା

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଛି ଅନଲାଇନ ପାଠପଢ଼ା । ୟୁଟ୍ୟୁବ୍ ଲାଇଭ୍ ଷ୍ଟ୍ରିମିଂ ଦ୍ୱାରା ଛାତ୍ର ଛାତ୍ରୀମାନେ ପାଠ ପଢ଼ିଛନ୍ତି । ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀମାନେ ପାଠ ପଢ଼ିଥିବା ନଜରକୁ ଆସିଛି । ପ୍ରାଥମିକ ଅର୍ଥାତ୍ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସକାଳ

ଆଜି ଋକ୍ମିଣୀ ଦେବୀଙ୍କ ବିବାହ

ପୁରୀ: ଆଜି ଶ୍ରୀକ୍ଷେତ୍ରରେ ପାଳିତ ହେବ ଋକ୍ମିଣୀ ଦେବୀଙ୍କ ବିବାହ । ସୁଦର୍ଶନଙ୍କୁ ବୈଦିକ ରୀତିରେ ବିବାହ କରିବେ ଋକ୍ମୁଣୀ ଦେବୀ । ମହାପ୍ରଭୁଙ୍କ ଜୀବନ୍ତ ଅବତାର ମଦନମୋହନ ଆଜି ସାଜିବେ ଶ୍ରୀକୃଷ୍ଣ । ଏବଂ ମା ଲକ୍ଷ୍ମୀ ଠାକୁରାଣୀ ସାଜିବେ ଋକ୍ମୁଣୀ ଦେବୀ । ଜ୍ୟେଷ୍ଠମାସ ଶୁକ୍ଳପକ୍ଷ ଏକାଦଶୀ

ବାଇକରେ ମଦ ଚୋରା ଚାଲାଣ କରୁଥିବା ବେଳେ ୨ଜଣଙ୍କୁ ଧରିଲା ପୋଲିସ

ଯାଜପୁର : ଲକଡାଉନରେ ମାତିଛନ୍ତି ମଦ ମାଫିଆ । ଦୋକାନ ବନ୍ଦ ଥିବାରୁ ଚୋରାରେ ବେପାର କରୁଥିଲେ । ବାଇକରେ ମଦ ନେଇ ଯାଉଥିଲେ ବେପାର କରିବା ଲାଗି । କୌଣସି ସୂତ୍ରରୁ ପୋଲିସ ଖବର ପାଇ ମାଡ଼ି ବସିଥିଲା । ଯାଜପୁର ଜିଲ୍ଲା ବରୁଣିଆ ପଞ୍ଚାୟତ ଅଫିସ ସମ୍ମୁଖରେ ଦୁଇଜଣଙ୍କୁ ଧରିବାରେ ସଫଳ ହୋଇଛି

ସାର୍ଟିଫିକେଟ୍‌ରେ କିଏ କରିଛି କେଳେଙ୍କାରୀ

ଉଦଳା: ବନ୍ଧା ହେବେ ୪୨୦ ଅଧ୍ୟାପିକା । ମହଙ୍ଗା ପଡିଲା ଜାଲିଆତି । ବହିଷ୍କାର ଓ ଗିରଫ ପାଇଁ ଚିଠି ଲେଖିଲା ଉଚ୍ଚଶିକ୍ଷା ବିଭାଗ । ୧୩ ବର୍ଷ କାଳ ସମସ୍ତଙ୍କୁ ଚୂନ ଲଗାଇ ଜାଲ ସାର୍ଟିଫିକେଟ୍‌ରେ ଚାକିରୀ କରିଥିଲେ ମାଡାମ୍ ୪୨୦ । ହେଲେ ୧୩ ବର୍ଷ ପରେ ବିଭାଗୀୟ ଭେରିଫିକେସନ୍‌ରେ ଧରା ପଡିଗଲା

ଆଜିଠାରୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ ମାଗଣା ଟିକା

ଭୁବନେଶ୍ୱର: ଦେଶରେ ୧୮ ବର୍ଷରୁ ଅଧିକ ବୟସର ସମସ୍ତ ନାଗରିକଙ୍କୁ ଆଜିଠାରୁ ମାଗଣା ଟିକାକରଣ ଆରମ୍ଭ ହୋଇଛି । ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ୍ ୭ ତାରିଖରେ ଏ ସମ୍ପର୍କରେ ଘୋଷଣା କରିଥିଲେ । ସମସ୍ତ ସରକାରୀ ସ୍ୱାସ୍ଥ୍ୟସେବା ସ୍ଥଳରେ ଏଥିପାଇଁ କୋଭିଡ ଟିକା ମାଗଣାରେ ଉପଲବ୍ଧ

ଆଜି ଆନ୍ତର୍ଜାତୀୟ ଯୋଗ ଦିବସ

ଭୁବନେଶ୍ୱର: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ଯୋଗ ସାଧନ ଦ୍ୱାରା ମନୁଷ୍ୟ ଦୀର୍ଘ ଜୀବନ ପ୍ରାପ୍ତ ହୁଏ। ସୁତରାଂ ବିଶ୍ୱସ୍ତରରେ ଏହି ଦିବସ ପାଳନ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ୨୦୧୪ ସେପ୍ଟେମ୍ବର ୨୭ରେ ଜାତିସଂଘରେ ପ୍ରସ୍ତାବ ରଖିଥିଲେ। ସେ କହିଥିଲେ, ଯୋଗ ଭାରତର ପ୍ରାଚୀନ

ନଜର ପକାନ୍ତୁ ଆଜି ରାଜ୍ୟରେ କଣ ରହିଛି କରୋନା ଅପଡେଟ୍‌

ଭୁବନେଶ୍ୱର: ରାଜ୍ୟରେ କମିବାରେ ଲାଗିଛି ଦୈନିକ ସଂକ୍ରମଣ ହାର । ତେବେ ମୃତ୍ୟୁ ସଂଖ୍ୟା କମିବାର ନାଁ ଧରୁନି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୦୩୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୭୩୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ

ସୁସ୍ଥ ହେଉଛନ୍ତି ଅମ୍ରିତ

ଭୁବନେଶ୍ୱର: ଧିରେ ଧିରେ ସୁସ୍ଥ ହେଉଛନ୍ତି ଅମ୍ରିତ ପ୍ରଧାନ । ନିୟନ୍ତ୍ରଣକୁ ଆସୁଛି ଅକ୍ସିଜେନ ଲେବଲ । ଏବେ ତାଙ୍କର ଅକ୍ସିଜେନ ଲେବଲ ୮୦ରୁ ୯୦ ଭିତରେ ରହୁଛି । ୨ ଦିନ ହେଲା ସେ ଭେଣ୍ଟିଲେଟର ଆବଶ୍ୟକ କରୁନାହାନ୍ତି । ଏହାଛଡ଼ା ଅମ୍ରିତଙ୍କୁ ଶତ ପ୍ରତିଶତ ବଦଳରେ ଏବେ ୭୦ ପ୍ରତିଶତ ଇକମୋ

୨୧୭ରେ ଅଲଆଉଟ୍ ହେଲା ଭାରତ

ସାଉଥମ୍ପଟନ୍‌: ଭାରତର ବ୍ୟାଟିଂ ବିପର୍ଯ୍ୟୟ । ୨୧୭ରେ ଅଲଆଉଟ୍ ହେଲା ଭାରତ । ତୃତୀୟ ଦିନର ଦ୍ୱିତୀୟ ସେସନରେ ଭାରତର ୱିକେଟ ମୂଳପୋଛ କରିଛି ନ୍ୟୁଜିଲାଣ୍ଡ । କ୍ୱିଇ ଦଳର ବୋଲି ଜାମିନସନ ୫ ୱିକେଟ ଅକ୍ତିଆର କରିଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଉଛି ଭାରତ କେହି ଜଣେ ମଧ୍ୟ ଖେଳାଳୀ ୫୦ ରନ