Odia News Portal
Monthly Archives

June 2021

ନଜର ପକାନ୍ତୁ ଦେଶର କରୋନା ଅପଡେଟ୍ ଉପରେ…

ନୂଆଦିଲ୍ଲୀ: ଦେଶରେ ତଳମୁହାଁ କରୋନା ମିଟର । ଦୈନିକ ସଂକ୍ରମଣ ହାର କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍ଜନିତ ମହାମାରୀ ସଂକ୍ରମଣସଂଖ୍ୟା ୫୮ ହଜାରରୁ କିଛି ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା ୧.୫ ହଜାରରୁ ସାମାନ୍ୟ ଅଧିକ ଥିବା ରେକର୍ଡ କରାଯାଇଛି। ଦୀର୍ଘ ୮୧ ଦିନ

ଆଜି ରାଜ୍ୟରେ ୪୦ଜଣଙ୍କ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ହାର କମିଥିଲେ ସୁଦ୍ଧା ମୃତ୍ୟୁହାର କମିବାର ନାଁ ଧରୁନି । ଆଜି ରାଜ୍ୟରେ ୪୦ଜଣଙ୍କ ମୃତ୍ୟୁ ହୋଇଛି । କଟକ ଓ ବରଗଡ଼ ଜିଲ୍ଲାରୁ ସର୍ବାଧିକ ୫ ଜଣ ଲେଖାଏଁ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ ମୃତ୍ୟୁବରଣ

ତପୁ ମିଶ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ତଥା ଘରେ ଘରେ ପରିଚିତ କୋକିଳକଣ୍ଠି ତପୁମିଶ୍ରଙ୍କ ଶନିବାର ରାତିରେ ବିୟୋଗ ହୋଇଛି । ତାଙ୍କ ମୃତ୍ୟୁ ଖବର ବିଜୁଳି ମାର୍ଗରେ ପ୍ରଚାର ହୋଇଥିଲା । ତେବେ ତପୁଙ୍କ ଦେହାନ୍ତ ଖବର ପାଇବା ପରେ ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀଙ୍କ ନୂଆ ଯୋଜନା ଘୋଷଣା

ଭୁବନେଶ୍ୱର: ନୂଆ ଯୋଜନା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ଆରମ୍ଭ ହେଲା ଆଶିର୍ବାଦ ଯୋଜନା । ବାପା ମାଙ୍କୁ ହରାଇଥିବା ପିଲାଙ୍କ ଲାଗି ମୁଖ୍ୟମନ୍ତ୍ରୀ ଏହି ଯୋଜନା ଘୋଷଣା କରିଛନ୍ତି । ପରିବାରର ମୁଖ୍ୟ ଉପାର୍ଜନକାରୀଙ୍କୁ ହରାଇଥିବା ଶିଶୁ ମଧ୍ୟ ଏହି ଯୋଜନାରେ

ଚର୍ଚ୍ଚିତ ଓଡ଼ିଆ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକ

ଭୁବନେଶ୍ବର : ଲୋକପ୍ରିୟ ଓଲିଉଡ୍‌ ସିଙ୍ଗର ତପୁ ମିଶ୍ରଙ୍କ ପରଲୋକ। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ତପୁ ମିଶ୍ରଙ୍କ ଦେହାନ୍ତ ଘଟିଛି। କରୋନାରେ ସୁସ୍ଥ ହେବା ପରେ ତାଙ୍କ ଶରୀରରେ ଲଗାତାର ଅକ୍ସିଜେନ୍‌ ଲେବଲ୍‌ କମି ଥିଲା। ପରେ ତାଙ୍କର ଆଇସିୟୁରେ

ଧୋନୀଙ୍କ ରେକର୍ଡ ଭାଙ୍ଗିଲେ କୋହଲି

ସାଉଥମ୍ପଟନ୍‌: ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ରେକର୍ଡ ଭାଙ୍ଗିଛନ୍ତି ବିରାଟ କୋହଲି । ଟେଷ୍ଟ କ୍ରିକେଟରେ ଅଧିକ ମ୍ୟାଚରେ ଅଧିନାୟକତ୍ୱ କରିବାର ରେକର୍ଡ କରାଯାଇଛି । ଧୋନୀ ୬୦ଟି ଟେଷ୍ଟ ମ୍ୟାଚରେ ଅଧିନାୟକତ୍ୱ କରିଥିବା ବେଳେ ଏହି ରେକର୍ଡକୁ ଭାଙ୍ଗିଛନ୍ତି ବିରାଟ ।

ଅନଲାଇନ୍ କ୍ଲାସବେଳେ ଫାଟିଲା ମୋବାଇଲ

ଫୁଲବାଣୀ: ଫାଟିଲା ମୋବାଇଲ । ଅଳ୍ପକେ ବର୍ତ୍ତିଲେ ଛାତ୍ର । ବଲାଙ୍ଗୀର ଜିଲ୍ଲାରୁ ଆସିଛି ଏଭଳି ଖବର । ବଲାଙ୍ଗୀର ପବ୍ଲିକ ସ୍କୁଲର ନବମ ଶ୍ରେଣୀ ଛାତ୍ର ସ୍ୱାତିକ ପଟ୍ଟନାୟକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଅନଲାଇନ କ୍ଳାସ ସାରିବା ପରେ ମୋବାଇଲ ଖଟ ଉପରେ ଥୋଇଥିଲେ । ତେବେ ଜୋରରେ ସାଉଣ୍ଡ

ପଞ୍ଚଭୂତରେ ବିଲିନ ହେଲେ ମିଲଖା

ଚଣ୍ଡିଗଡ଼: ପଞ୍ଚଭୂତରେ ବିଲିତ ହୋଇଛନ୍ତି ଆଥଲେଟ୍ ମିଲଖା ସିଂ । ଚଣ୍ଡିଗଡ଼ର ମଟକା ଚୈକରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଏହି ଅବସରରେ କ୍ରୀଡ଼ାମନ୍ତ୍ରୀ କିରଣ ରିଜ୍ଜୁ, ପଞ୍ଜାବ ରାଜ୍ୟପାଳ ଭିପି ସିଂ ବାଦନୋର ଓ ହରିୟାଣା

ପ୍ରେମିକର ଘର ସାମନାରେ ଧାରଣା ଦେଲା ପ୍ରେମିକା

ବଲାଙ୍ଗୀର: ପ୍ରେମରେ ବାଧକ ସାଜିଛି ଜାତିପ୍ରଥା । ପ୍ରେମିକକୁ ବିଶ୍ୱାସ କରି ସବୁକିଛି ଦାନ କରି ଦେଇଥିଲା । ହେଲେ ଅନ୍ୟତ୍ର ବିବାହ କରିବାକୁ ଯାଉଛି ପ୍ରେମିକ । ଶେଷରେ ସବୁଆଡ଼ୁ ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ନ୍ୟାୟ ପାଇଁ ପ୍ରେମିକର ଘର ସାମନାରେ ଧାରଣା ଦେଲେ ଯୁବତୀ । ମୋ ପ୍ରେମିକକୁ

ଦେଶରେ ୬ଟି ଡେଲଟା ପ୍ଲସ ମାମଲା ଚିହ୍ନଟ

ନୂଆଦିଲ୍ଲୀ: ସାରା ଦେଶରେ ୬ଟି ଡେଲ୍ଟା ପ୍ଲସ ମାମଲା ଚିହ୍ନଟ ହୋଇଛି।ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରୁ ଗୋଟିଏ ଲେଖାଏଁ ଡେଲ୍ଟା ପ୍ଲସ ଚିହ୍ନଟ ହୋଇଛି ବୋଲି ଜୀବ ବିଜ୍ଞାନ ପ୍ରତିଷ୍ଠାନ(ଆଇଏଲଏସ) ନିର୍ଦେଶକ ଅଜୟ ପରିଡ଼ା ସୂଚନା ଦେଇଛନ୍ତି। ଆଇସିଏମଆର ରିପୋର୍ଟ ଅନୁସାରେ ୦.୦୪% ପ୍ରଥମ ଡୋଜ ପରେ