ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ସହାୟତା ଘୋଷଣା
ଭୁବନେଶ୍ୱର: ବାତ୍ୟା ପ୍ରଭାବିତଙ୍କ ଲାଗି ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩୩%ବା ତାଠାରୁ ଅଧିକ ଫସଲ ଷତି ସହିଥିବା ଛୋଟ ଓ ନାମମାତ୍ର ଚାଷୀ ଙ୍କ ପାଇଁ ଇନପୁଟ ସହାୟତା । ୩୩% ବା ଅଧିକ ଷତି ସହିଥିବା ଛୋଟ ଓ ନାମମାତ୍ର ଚାଷୀ ଙ୍କ ସ୍ଵଳ୍ପ ମିଆଦୀଋଣ ମଧ୍ୟମ ମିଆଦୀ!-->…