Odia News Portal
Monthly Archives

June 2021

ଅଧିକ ବିପଦଜନକ ହେବ ମୌସୁମୀ

ଭୁବନେଶ୍ୱର: ଆସୁଛି ମୌସୁମୀ । ଆଜିଠାରୁ ବର୍ଷା ସମ୍ଭାବନା ରହିଛି । ତେବେ ଆଜି ରାଜ୍ୟର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ସେପଟେ ମୌସୁମୀ ଅଧିକ ବିପଦଜନକ ହେବ ବୋଲି କୁହାଯାଉଛି । ମୌସୁମୀ ଋତୁ ଦିନକୁ ଦିନ ଅଧିକ ବିପଜ୍ଜନକ ହେବାରେ

ଏସଟିଏଫର ୨୭ ନୂଆ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

ଭୁବନେଶ୍ୱର: ସଶକ୍ତ ହେବ ଏସଟିଏଫ୍ । ୨୭ ନୂଆ ପଦବୀ ଲାଗି ମଞ୍ଜୁରୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଦବୀ । ନିଶା କାରବାର କରୁଥିବା ବ୍ୟବସାୟୀ ଦିଆଯାଇଛି ଚେତାବନୀ । ହୋଇଯାଅ ସାବଧାନ । ନହେଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ୨୭ଟି ନୂଆ ପଦବୀ ସୃଷ୍ଟି ଲାଗି ସରକାର ମଞ୍ଜୁରୀ ଦେଇଥିବା

କଏଦୀଙ୍କୁ ଘାରିଲାଣି କରୋନା ଭୟ

ରାୟଗଡ଼ା: କାୟା ମେଲାଉଛି କରୋନା । ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି । ତେବେ ଜେଲରେ ରହିଥିବା କଏଦୀଙ୍କୁ ମଧ୍ୟ କରୋନା ଭୟ ଘାରିଛି । ରାୟଗଡା ଜିଲ୍ଲାର ଗୁଣୁପୁର ସବ୍‌-ଜେଲରେ ୭୦ ଜଣ କଏଦୀ ଓ ପାଞ୍ଚ ଜଣ ଜେଲ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜେଲ ସୁପରିଟେଣ୍ଡେଣ୍ଟ

ଆରମ୍ଭ ହେଲା ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ଏୟାରଲିଫ୍ଟ ପ୍ରକ୍ରିୟା

କଟକ: ଏୟାରପୋର୍ଟ ଅଭିମୁଖେ ନିଆଯାଉଛି ଭିଜିଲାନ୍ସ ନିର୍ଦ୍ଦେଶକ ଡ.ଦେବାଶିଷ ପାଣିଗ୍ରାହୀଙ୍କୁ । ଆଜି ତାଙ୍କୁ କୋଲକାତା ନିଆଯିବ । କରୋନାରେ ଆକ୍ରାନ୍ତ ଥିବା ଦେବାଶିଷଙ୍କୁ କଟକ ଅଶ୍ୱିନୀ ହସ୍ପିଟାଲରୁ ଏୟାର ଆମ୍ବୁଲାନ୍ସ କୋଲାକାତା ନିଆଯିବ । କୋଲକାତାର ୪ଜଣିଆ ଡାକ୍ତରୀ ଦଳ ତାଙ୍କୁ ନେବାକୁ

ଆଜି ଏୟାରଲିଫ୍ଟ୍ ହେବେ ଦେବାଶିଷ

କଟକ: ଆଜି ଏୟାରଲିଫ୍ଟ ହେବେ ଭିଜିଲାନ୍ସ ନିର୍ଦ୍ଦେଶକ ଡ.ଦେବାଶିଷ ପାଣିଗ୍ରାହୀ । ତାଙ୍କୁ ଏୟାର ଆମ୍ବୁଲାନ୍ସରେ କୋଲକାତା ନିଆଯିବ । କରୋନାରେ ଆକ୍ରାନ୍ତ ଥିବା ଦେବାଶିଷଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ଗୁରୁତର ରହିଛି । ଉତମ ସ୍ୱାସ୍ଥ୍ୟ ନିମନ୍ତେ ଆଜି କୋଲକାତାର ମଲ୍ଟିସ୍ପେଶାଲିଷ୍ଟ

ଉଠା ଦୋକାନୀଙ୍କ ଲାଗି ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର: କରୋନା ସମୟରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଉଠା ଦୋକାନୀଙ୍କ ଲାଗି ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ସହରାଞ୍ଚଳର ଉଠା ଦୋକାନୀଙ୍କ ଲାଗି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୨୬କୋଟି ୨୯ ହଜାର ୭୧ଶହ ଟଙ୍କା ମଞ୍ଜୁର କରିଛନ୍ତି ନବୀନ । ୮୭ ହଜାର ୫୫୭ଜଣ ଦୋକାନୀ ହେବେ ଉପକୃତ

ଶ୍ରୀମନ୍ଦିର ପ୍ରଶାସନ ଓ କର୍ମଚାରୀଙ୍କୁ କରୋନା ଯୋଦ୍ଧା ମାନ୍ୟତା ଲାଗି ଦାବି

ପୁରୀ: ମହାପ୍ରଭୁଙ୍କ ନୀତିକାନ୍ତି କରୁଥୁବା ତଥା ଶ୍ରୀଜୀୟଙ୍କ କାର୍ଯ୍ୟରେ ଥିିବା ପ୍ରଶାସନିକ କର୍ମଚାରୀଙ୍କୁ କରୋନା ଯେଦ୍ଧା ମାନ୍ୟାତା ନେଇ ଦାବି କରାଯାଇଛି । ଶ୍ରୀ ଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ କ୍ରିଷାନ କୁମାର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ମାଧ୍ୟମରେ ମନ୍ଦିର ସେବାୟତ

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତି

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ନ୍ୟାୟାଳୟର ବଡ଼ ନିଷ୍ପତି । ଜମି ଜବରଦଖଲକାରୀ କେବେ ହେଲେ ନେଇପାରିବେ ନାହିଁ ଆଇନର ଆଶ୍ରୟ । ଏଭଳି ନିଷ୍ପତି ଘୋଷଣା କରିଛି ସୁପ୍ରିମକୋର୍ଟ । ଏଥିସହିତ ଆରାବଳି ଜଙ୍ଗଲ ଅଞ୍ଚଳରେ ଏକ ଗ୍ରାମ ନିକଟରେ ଜବର ଦଖଲ କରି ଗଢି ଉଠିଥିବା ପ୍ରାୟ ୧୦ ହଜାର ଆବାସିକ ନିର୍ମାଣ

କରୋନାରେ ଚାଲିଗଲେ ବାପା ମା, ଏବେ ଝିଅ ଆକ୍ରାନ୍ତ ହୋଇ ଖୋଜୁଛି ରାହା

କଟକ: କରୋନାରେ ଆଗ ଚାଲିଗଲେ ବାପା । ଗତ ଶୁକ୍ରବାର ମାଙ୍କର ହୋଇଛି ପରଲୋକ । ପରିବାରର ଦୁଇଜଣଙ୍କ ହରାଇ ଏବେ ଦୁଃଖରେ ରହିଥିବା ଝିଅକୁ ମଧ୍ୟ ଗ୍ରାସ କରିଛି କରୋନା । ମହାମାରୀରେ ଆକ୍ରାନ୍ତ ହୋଇଥିବା ଝିଅ ରହିଛି କୋଭିଡ୍ ଯତ୍ନ କେନ୍ଦ୍ରରେ । ସ୍ୱର୍ଗତ ନାରାୟଣ ବିଶ୍ୱାଳ ଓ ସ୍ୱର୍ଗତ

ରାମରହିମଙ୍କ ଯତ୍ନନେବେ ହନିପ୍ରୀତ

ଚଣ୍ଡିଗଡ଼: କରୋନାରେ ଆକ୍ରାନ୍ତ ହୋଇ ରୋହତକର ମେଦାନ୍ତ ହସ୍ପିଟାଲରେ ଚିକତ୍ସିତ ହେଉଛନ୍ତି ଡେରା ସୌଚ୍ଚ ବାବା ରାମ୍ ରହିମ । ବାବାଙ୍କ ଧରମ ଝିଅ ତଥା ନିକଟତମ ହନିପ୍ରୀତ ତାଙ୍କ ଯତ୍ନ ନେଉଛନ୍ତି । ତେବେ ସେ ତାଙ୍କର ଆଟେଣ୍ଡାନ୍ସ ଭାବେ ହସ୍ପିଟାଲରେ ପଞ୍ଜିକରଣ କରିଛନ୍ତି । ଏକ ଆଟେନଣ୍ଡାନ୍ସ