୧୫ ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ ଦେଲା ପାଣିପାଗ ବିଭାଗ
ଭୁବନେଶ୍ୱର: ରାଜ୍ୟରେ କାଳ ବୈଶାଖୀ ଓ ବର୍ଷା ରହିଥିବା କାରଣରୁ ୧୫ଟି ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଦେଲା ପାଣିପାଗ ବିଭାଗ । ଏହି ୧୫ଟି ଜିଲ୍ଲା ହେଲା କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡା, ବରଗଡ଼, ଝାରସୁଗୁଡା ଜିଲ୍ଲାରେ ବର୍ଷା ଆଶଙ୍କା କରାଯାଇଛି ।!-->…