Odia News Portal
Monthly Archives

June 2021

ଯୁକ୍ତ ୨ ପରୀକ୍ଷା ବାତିଲ ପରେ ପ୍ରତିକ୍ରିୟା ରଖିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: କରୋନା ଭୟାବହତାକୁ ନେଇ ଗତକାଲି ଯୁକ୍ତ ୨ ପରୀକ୍ଷାକୁ ବାତିଲ କରିଛନ୍ତି ରାଜ୍ୟ ସରକାର । ତେବେ ପରୀକ୍ଷା ବାତିଲ ହେବା ପରେ ପ୍ରତିକ୍ରିୟା ରଖିଛନ୍ତ୍ରି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ୧୫ ଦିନ ମଧ୍ୟରେ ବିଶେଷଜ୍ଞ କମିଟି ଗଠନ କରାଯିବ । ମୁଖ୍ୟମନ୍ତ୍ରୀଙ୍କ

ନଜର ପକାନ୍ତୁ ଦେଶରେ ଆଜି କଣ ରହିଛି କରୋନାର ସ୍ଥିତି

ନୂଆଦିଲ୍ଲୀ: ଲକଡାଉନ ଓ ସଟଡାଉନ ମାଧ୍ୟମରେ ଭାଙ୍ଗୁଛି କରୋନା ଚେନ୍ । କମୁଛି ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା । ୨୪ ଘଣ୍ଟାରେ ୧,୨୦,୫୨୯ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୩,୩୮୦ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍ ସଂକ୍ରମଣ ମାମଲା ୨,୮୬,୯୪,୮୭୯ ଓ

ଆଜିଠୁ ଶ୍ରୀଜୀଉଙ୍କ ଭିତର ଚନ୍ଦନ ଯାତ୍ରା ନୀତି

ପୁରୀ: ମହାପ୍ରଭୁଙ୍କ ରଥଯାତ୍ରା ପୂର୍ବରୁ ପରମ୍ପରା ଅନୁଯାୟୀ ସମସ୍ତ ନୀତି ଚାଲୁ ରହିଛି । ଆଜିଠାରୁ ଶ୍ରୀ ଜୀଉଙ୍କ ଭିତର ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ୪୨ ଦିନ ବ୍ୟାପୀ ଚନ୍ଦନଯାତ୍ରାର ଦ୍ୱିତୀୟ ପର୍ଯ୍ୟାୟ ଆଜିଠୁ ଆରମ୍ଭ ହେବ। ୨୧ ଦିନ ବାହାର ଚନ୍ଦନ ଯାତ୍ରା ସରିବା ପରେ

ଶୀତଳ ଷଷ୍ଠୀ ଉତ୍ସବକୁ ଅନୁମତି ଦେଲା ବିଏମସି

ଭୁବନେଶ୍ୱର: କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ହେବ ମହାଦେବ ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରା । ବିନା ଭକ୍ତରେ ଅନୁଷ୍ଠିତ ହେବ ଏହି ଉତ୍ସବ । ଆଜି ଅନୁମତି ଦେଇଛି ବିଏମସି । ସର୍ବାଧିକ ୬ଜଣ ସେବାୟତ ସାମିଲ ହୋଇ ପାରିବେ । ଜୁନ ୧୫ ଓ ୧୬ ତାରିଖରେ ଏହି ଉତ୍ସବ ଅନୁଷ୍ଠିତ ହେବ । ତେବେ

ଆରପାରିରେ ‘ଶଲାବୁଢ଼ା’

ଭୁବନେଶ୍ୱର: ପରପାରିରେ ଜାତୀୟ ପୁରସ୍କାର ପ୍ରାପ୍ତ ଓଡ଼ିଆ ଚଳଚିତ୍ର ‘ଶଲାବୁଢ଼ା’ର ମୁଖ୍ୟ ଅଭିନେତା ଅଟ୍ଟଳ ବିହାରୀ ପଣ୍ଡା । ୯୨ ବର୍ଷ ବୟସରଙ୍କ ତାଙ୍କର ପରଲୋକ ହୋଇଛି । ବିଳମ୍ବିତ ରାତି ୩ଟା ୪୫ରେ ତାଙ୍କର ପରଲୋକ ହୋଇଛି । ବୁର୍ଲା ଭୀମସାର ମେଡିକାଲରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ଖବର

ଆଜି ୪୦ ମୁଣ୍ଡନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଜନ୍ଖଚ୍ଛ ମୃତ୍ୟୁ ସଂଖ୍ୟା ୪୦ ରହିଛି । ରାଜ୍ୟରେ ଦୈନିକ ସଂକ୍ରମଣ ତଳମୁହାଁ ରହିଥିବାବେଳେ ମୃତ୍ୟୁ ସଂଖ୍ୟା ଶିଖର ଛୁଉଁଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୦ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୯୫୨କୁ

ଯୁବକଙ୍କୁ ହତ୍ୟା ଅଭିଯୋଗରେ ରାସ୍ତାରୋକ

ନୟାଗଡ଼: ଯୁବକଙ୍କୁ ହତ୍ୟା ଅଭିଯୋଗ । ରାସ୍ତାରୋକ କଲେ ଲୋକେ । ନୟାଗଡ଼ ଥାଉନ ଥାନା ଘଡ଼ୁଆଳର ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକ ହେଲେ କଇଥଗାଡିଆର ବିଜୟ ନାୟକ ଔରଫ ଆଲେଖ । ସେ ତାଙ୍କ ଗ୍ରାମର ସଭାପତି ।

ଜୁହି ଚାୱାଲାଙ୍କୁ ୨୦ ଲକ୍ଷ ଟଙ୍କାର ଜରିମାନା ଲଗାଇଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ୯୦ ଦଶକର ଚୁଲବୁଲି ନାୟିକା ହେଉଛନ୍ତି ଜୁହି ଚାୱାଲା । ତେବେ ଏବେ ସେ ଜଣେ ପରିବେଶବିତ୍‌ଭାବେ ମଧ୍ୟ ବେଶ ଜଣାଶୁଣା । ତାଙ୍କୁ କିଏ ବା ନଚିହ୍ନେ । ତେବେ ଜୁହିଙ୍କୁ ଲାଗିଛି ଝଟକା । ଶୁକ୍ରବାର ଦିନ ଦିଲ୍ଲୀ ହାଇକୋର୍ଟ ଅଭିନେତ୍ରୀ ଜୁହି ଚାୱଲାଙ୍କ ୫ଜି ନେଟୱାର୍କିଂ ବିରୋଧରେ

ଭାରତୀୟ ନୌସେନା ପାଇଁ ଖୁସି ଖବର

ନୂଆଦିଲ୍ଲୀ: ସାମୁଦ୍ରିକ ଶକ୍ତି ବୃଦ୍ଧି ଉଦ୍ଦ୍ୟେଶରେ ନୌସେନା ପାଇଁ ଛଅଟି ଆଡଭାନ୍ସ ସବମରିନ୍ ନିର୍ମାଣ ନିମନ୍ତେ ଭାରତ ଖୁବ୍ ଶୀଘ୍ର ରିକ୍ୟୁଷ୍ଟ ଅଫ୍ ପ୍ରପୋଜାଲ ଜାରି କରିବ । ଭାରତୀୟ ନୌସେନା ଦ୍ୱାରା ଦିଆଯାଇଥିବା ଏହି ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ

ଆଇରନ୍ ବୋଝେଇ ଟ୍ରକ୍ ଧକ୍କାରେ କକା ପୁତୁରା ମୃତ

ମୟୂରଭଞ୍ଜ: ଆଇରନ ବୋଝେଇ ଟ୍ରକ୍ ଧକ୍କାରେ ଚାଲିଗଲା କକା ପୁତୁରାଙ୍କ ଜୀବନ । ମୟୂରଭଞ୍ଜ ଜିଲ୍ଲା ବଡ଼ଡାଳିମା ଗାଁରୁ ଆସିଛି ଏଭଳି ଦୁଃଖଦ ଖବର । ମୃତକ ମାନେ ହେଲେ ବଡଡାଳିମା ଗ୍ରାମର ତାରିଣୀ ବେହେରା ଓ ସିପୁ ବେହେରା । ସୂଚନା ଅନୁଯାୟୀ ଗତକାଲି ରାତିରେ କକା ପୁତୁରା ଖାଇ ବାହାରେ ହାତ ଧୋଇ