Odia News Portal
Monthly Archives

June 2021

ଧରାହେଲେ ବାଇକ୍ ଚୋର

କଟକ: ଧରା ପଡ଼ିଲେ ବାଇକ ଚୋର । କଟକ ଜିଲ୍ଲା ଟାଙ୍ଗୀ ପୋଲୁିସ ଜଣେ ନାବାଳକ ସହ ଦୁଇଜଣ ଚୋରଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୨ଟି ବାଇକ ଜବତ କରିଛି ପୋଲିସ । ଅଭିଯୁକ୍ତଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ । ସୋରଣ ବଜାରରେ ଦୁଇଜଣ ବାଇବ ରଖି ସଉଦା କିଣୁଥିବା ବେଳେ ଏମାନେ ବାଇକ

ଯୁକ୍ତ ୨ ପରୀକ୍ଷା ବାଲିଲ୍ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଯୁକ୍ତ ୨ ପରୀକ୍ଷା ବାତିଲ କଲେ ରାଜ୍ୟ ସରକାର । ଶୁକ୍ରବାର ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କରୋନାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଥିବା କୁହାଯାଇଛି । କରୋନାର ଦ୍ୱିତୀୟ ଲହର ଭୟଙ୍କର ସ୍ଥିତି ସୃଷ୍ଟି କରିଥିବା ବେଳେ ପ୍ରତିଟି ଜୀବନର ସୁରକ୍ଷା ଏବେ ରାଜ୍ୟ

ଆରମ୍ଭ ହେଲା ବିଶ୍ୱର ସର୍ବବୃହତ ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ

ରାଉରକେଲା: ଇଷ୍ପାତ ସହର ରାଉରକେଲାରେ ହେବାକୁ ଥିବା ବିଶ୍ୱର ସର୍ବବୃହତ ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଆଜିଠାରୁ ଆରମ୍ଭ ହୋଇଯାଇଛି । ପୂଜାର୍ଚ୍ଚନା ପରେ ପ୍ରସ୍ତାବିତ ବିପୁୟୁଟି ପରିସରରେ ଆରମ୍ଭ ହୋଇଛି କାର୍ଯ୍ୟ । ଏହି ଅବସରରେ ବିଧାୟକ ସାରଦା ନାୟକ, ଅତିରିକ୍ତ ଜିଲ୍ଲାପାଳ ଆବୋଲି

ଓଡ଼ିଶା ଡାକିଥିବା ଗ୍ଲୋବାଲ ଟେଣ୍ଡର ସମୟ ସୀମା ଆଜି ସରୁଛି

ଭୁବନେଶ୍ୱର: ଆଜି ସରୁଛି ଓଡ଼ିଶା ଡାକିଥିବା ଗ୍ଲୋବାଲ ଟେଣ୍ଡର ସମୟ ସୀମା । ବିଦେଶରୁ ଟିକା ସଂଗ୍ରହ ଲାଗି ଓଡ଼ିଶା ଏହି ଗ୍ଲୋବାଲ ଟେଣ୍ଡର ଡାକିଥିଲା । ତେବେ ଆଜି ଏହାର ସମୟ ସୀମା ସରୁଛି । ଆଜି ଟେଣ୍ଡର ଖୋଲିବ ନାଁ ସମୟ ସୀମା ବଢ଼ିବ ତାହା ସ୍ପଷ୍ଠ ହୋଇନାହିଁ । ଯଦି ଟେଣ୍ଡର ଖୋଲେ, ବିଲଡ୍ରଙ୍କ

ଆଜି ମହାପ୍ରଭୁଙ୍କ ହଳଦୀପାଣୀ ନୀତି

ପୁରୀ : ଆଜି ଶ୍ରୀଜୀଉଙ୍କ ହଳଦୀପାଣୀ ନୀତି । କୋଭିଡ କଟକଣାକୁ ମାନି ପରମ୍ପରା ଅନୁଯାୟୀ ପାଳନ କରାଯାଉଛି ଏହି ନୀତି । ୨୧ଦିନ ଧରି ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରିଛନ୍ତି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା । ଅକ୍ଷୟ ତୃତୀୟା ତିଥିରୁ ବାହାର ଚନ୍ଦନଯାତ୍ରା ଆରମ୍ଭ ହୋଇ ୨୧ଦିନ ବ୍ୟାପୀ

୨ କୋଟିରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ

ବାଲେଶ୍ୱର : ୨ କୋଟିରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ଆସିଛି ଏଭଳି ଖବର । ୨କେଜିରୁ ଅଧିକ ଟଙ୍କାର ବ୍ରାଉନସୁଗାର ନେଇ ଯାଉଥିବାବେଳେ ୩ଜଣଙ୍କୁ ଗିରଫ କଲା ଏସଟିଏଫ୍ । ଗ୍ରାହାକ ବେଶରେ ଯାଇ ଧରିବାରେ ସଫଳ ହୋଇଛନ୍ତି ଏସସିଏଫ୍ କର୍ମଚାରୀ । ୩ଜଣ

ଭୁବନେଶ୍ୱରରେ ପହଞ୍ଚିଲା ବିଜୟ ସାହୁଙ୍କ ମରଶରୀର

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଲା ସାଇ ଇଣ୍ଟର ନ୍ୟାସନାଲ ସ୍କୁଲର ଚେୟାରମ୍ୟାନ ବିଜୟ ସାହୁଙ୍କ ମରଶରୀର । ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା । କିଛିଦିନ ହେବ କରୋନାରେ ଆକ୍ରାନ୍ତ ହୋଇ ହାଇଦ୍ରାବାଦରେ ଚିକିତ୍ସିତ ହେଉଥିଲେ ବିଜୟ । ଆଜି

ଅନଲାଇନ୍ ଗାର୍ଲଫ୍ରେଣ୍ଡ୍ ଲୋଭରେ ଯୁବକ ହରାଇଲେ ୯୫ ହଜାର ଟଙ୍କା

କଟକ: ଅନଲାଇନ୍‌ରେ ଗାର୍ଲଫ୍ରେଣ୍ଡ ଅର୍ଡର କରିଥିଲେ ଯୁବକ । ଶେଷରେ ଆକାଉଣ୍ଟରୁ କଟିଗଲା ୯୫ହଜାର ଟଙ୍କା । ଆଜ୍ଞା ହଁ ବିଶ୍ୱାସ ନହେଲେ ମଧ୍ୟ କଥାଟି ସତ । କଟକ ଜିଲ୍ଲା ବିଡ଼ାନାସୀ ଅଞ୍ଚଳରୁ ଆସିଛି ଏଭଳି ଖବର । ଆକାଉଣ୍ଟରୁ ଟଙ୍କା କଟିବା ପରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଯୁବକ । ପୋଲିସ

ଜବତହେଲା ଦେଢ଼ଶହରୁ ଅଧିକ କଇଁଛ

ମାଲକାନଗିରି: ଲକଡାଉନରେ ଚୋରା ଚାଲାଣ ହେଉଥିଲା ଦେଢ଼ଶହରୁ ଅଧିକ କଇଁଛ । ମାଡି ବସିଲା ପୋଲିସ । ମାଲକାନଗିରି ଜିଲ୍ଲା କାଲିମେଳାରୁ ଆସିଛି ଏଭଳି ଖବର । ଏମପିଭି-୬୫ ଜଙ୍ଗଲରେ ଚଢ଼ାଉ କରିଥିଲା ବନ ବିଭାଗ । ଚଢ଼ାଉ ବେଳେ ଚୋରା ଚାଲଣ ହେଉଥିବା କଇଁଛର ସନ୍ଧାନ ମିଳିଥିଲା । କଇଁଛଗୁଡିକୁ ଜବତ

ପଢ଼ନ୍ତୁ ଆଜି ରାଜ୍ୟରେ କଣ ରହିଛି କରୋନାର ସ୍ଥିତି

ଭୁବନେଶ୍ୱର: ଲାଗି ରହିଛି ଲକଡାଉନ ଏବଂ ସଟଡାଉନ । ଏହାରି ଭିତରେ ତଳମୁହାଁ ହୋଇଛି କରୋନା ମିଟର । ରାଜ୍ୟରେ ୨୪ ଘଣ୍ଟାରେ ୭,୭୨୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ଜଣାଇଛି । ସେମାନଙ୍କ ମଧ୍ୟରେ ୪୩୩୧ ଜଣ କ୍ବାରେଣ୍ଟାଇନ ସେଣ୍ଟରରେ ରହିଥିବାବେଳେ ୩୩୯୮ ଜଣ