Odia News Portal

୨ କୋଟିରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ

ବାଲେଶ୍ୱର : ୨ କୋଟିରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ଆସିଛି ଏଭଳି ଖବର । ୨କେଜିରୁ ଅଧିକ ଟଙ୍କାର ବ୍ରାଉନସୁଗାର ନେଇ ଯାଉଥିବାବେଳେ ୩ଜଣଙ୍କୁ ଗିରଫ କଲା ଏସଟିଏଫ୍ । ଗ୍ରାହାକ ବେଶରେ ଯାଇ ଧରିବାରେ ସଫଳ ହୋଇଛନ୍ତି ଏସସିଏଫ୍ କର୍ମଚାରୀ । ୩ଜଣ ବେପାରୀଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।