Odia News Portal
Monthly Archives

July 2021

ଇ-ଉପସ୍ଥାପନା ଉନ୍ମୋଚନ କଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଇ-ଉପସ୍ଥାନ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ ରାଜ୍ୟର ସମସ୍ତ ସ୍କୁଲରେ ଶିକ୍ଷକ ଏବଂ ଛାତ୍ରଛାତ୍ରୀମାନଙ୍କର ଉପସ୍ଥାନ ଏହି ଆପ୍ ମାଧ୍ୟମରେ ଗ୍ରହଣ କରାଯାଇପାରିବ। ଏହା ଶିକ୍ଷା…

୧୮୫ ଜୁନିୟର ଡାଟାଏଣ୍ଟ୍ରି ଅପରେଟରଙ୍କୁ ନିଯୁକ୍ତି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଆଜି ୧୮୫ ଜୁନିଅର ଡାଟା ଏଣ୍ଟ୍ରି ଅପରେଟରମାନେ ଗୃହ ବିଭାଗରେ ରାଜ୍ୟ ସରକାରରେ ନିଯୁକ୍ତି ଦେଇଛନ୍ତି । ଏହି ସମସ୍ତଙ୍କୁ ଓଡିଶା କର୍ମଚାରୀ ଚୟନ ଆୟୋଗ ନିଯୁକ୍ତ କରାଯାଇଛି । ଭର୍ଚୁଆଲ ମାଧ୍ୟମରେ ମୁଖନ୍ନ୍‌୍ରୀ ଏହି କାର୍ଯ୍ୟକ୍ରମକୁ ସମ୍ବୋଧନ କରିଛନ୍ତି । ସେ କହିଛନ୍ତି ଯେ ନୂତନ…

ଆନ୍ଧ୍ରରେ ଓଡ଼ିଆ ଶ୍ରମିକ ମୃତ୍ୟୁ ଘଟଣା, ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶରେ ମାଛ ଫାର୍ମରେ କାମ କରୁଥିବା ବେଳେ ବିଦ୍ୟୁତ ଆଘାତରେ ଆସି ୬ଜଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଗୁଣୁପୁର ଅଞ୍ଚଳ ୬ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏହି ଖବର ଶୁଣବିା ପରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏହାସହ ଶୋକସନ୍ତପ ପରିବାରକୁ…

ଦିବଙ୍ଗତ ନେତା ବିଜୟଶ୍ରୀ ରାଉତରାୟଙ୍କ ସ୍ମୃତିରେ ସ୍ୱତନ୍ତ୍ର ଡାକ ଲଫାପା ଉନ୍ମୋଚିତ

ଭୁବନେଶ୍ୱର: ବିଜେଡିର ବରିଷ୍ଟ ନେତା ତଥା ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ଆଜି ହେଉଛି ଜନ୍ମଦିବସ । ଏହି ଅବସରରେ ଏକ ସ୍ୱତନ୍ତ୍ର ଡାକ ଲଫାପା ଉନ୍ମୋଚିତ ହୋଇଛି । ଭାରତୀୟ ଡାକ ବିଭାଗ, ଓଡ଼ିଶା ମଣ୍ଡଳ ଦ୍ୱାରା ଭୁବନେଶ୍ୱର ମୁଖ୍ୟ ଡାକପାଳଙ୍କ କାର୍ଯ୍ୟାଳୟରେ ଉନ୍ମୋଚିତ ହୋଇଯାଇଛି ।…

ଚହଲ ଓ ଗୌତମ କରୋନା ପଜିଟିଭ୍‌

କଲମ୍ବୋ: ଭାରତୀୟ ଦଳର ଦୁଇ ସ୍ପିନର କ୍ରିଷାପା ଗୌତମ ଏବଂ ୟୁଜବେନ୍ଦ୍ର ଚହଲ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ପଜିଟିଭ ଚିହ୍ନଟ ହୋଇଥିବା ଅଲରାଉଣ୍ଡର କୁନାଲ ପାଣ୍ଡ୍ୟାଙ୍କ ସଂସ୍ପର୍ଶରେ ଆସି ଏମାନେ କରୋନା ଚିହ୍ନଟ ହୋଇଛନ୍ତି । ଏବେ ଏଇ ଦୁଇ ଖେଳାଳୀ କଲମ୍ବୋରେ ଆଇସୋଲେସନରେ…

ଆନ୍ଧ୍ରପ୍ରଦେଶରେ ୬ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ହାଇଦ୍ରାବାଦ: ଦାଦନ କଟିବାକୁ ଯାଇଥିଲେ । ଶବ ହୋଇ ଫେରିବେ ଓଡ଼ିଆ ଶ୍ରମିକ । ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରିବାକୁ ଯାଇ ଗୁଣପୁରର ୬ଜଣ ଦାଦନ ଶ୍ରମିକ ମୃତ। ସମସ୍ତ ଦାଦନ ଶ୍ରମିକ ବିଦ୍ୟୁତ୍ ଆଘାତରେ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। ଗୁଣପୁର ମୋତିଲାଲ ନଗରର…

ଟୋକିଓ ଅଲିମ୍ପିକ୍ସରେ ଜାପାନକୁ ହରାଇଲା ପୁରୁଷ ହକି ଟିମ୍‌

ଟୋକିଓ: ଆୟୋଜନ ଜାପାନାକୁ ହରାଇଲା ଭାରତ । ପୁରୁଷ ହକି ଟିମ୍ ୫-୩ ଗୋଲରେ ବିଜୟୀ ହୋଇଛି । ଦମଦାର ବିଜୟ ସହ ଭାରତର ପଦକ ଆଶା ବଢ଼ିଛି । ତେବେ ଆଗକୁ ବାକିଥିବା ମ୍ୟାଚ ଗୁଡ଼ିକରେ ଦଳ କିଭଳି ପ୍ରଦର୍ଶନ କରୁଛି ତାଉପରେ ରହିଛି ସମସ୍ତଙ୍କ ନଜର ।

ପ୍ରକାଶ ପାଇଲା ସିବିଏସଇ ରେଜଲ୍ଟ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଆଜି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଘୋଷଣା କରିସାରିଛି । ଅତି ଉତ୍କଣ୍ଠାର ସହ ଛାତ୍ରଛାତ୍ରୀ ଏହାକୁ ଅପେକ୍ଷା କରି ରହିଥିଲେ । ବିଦ୍ୟାର୍ଥୀ ନିଜ ପରୀକ୍ଷା ଫଳ cbseresults.nic.in, cbse.gov.in କୁ ଯାଇ ଚେକ୍ କରିପାରିବେ ।…

ଶସକ୍ତ ହେଉଛି ଏସଓଜି

ଭୁବନେଶ୍ୱର: ଆତଙ୍କବାଦୀଙ୍କ ବିରୋଧରେ ଲଢ଼ିବା ଲାଗି ଶସକ୍ତ ହେଉଛି ଏସଓଜି । ବିଭିନ୍ନ ରାଜ୍ୟର ମାଓବାଦୀଙ୍କ ବିରୋଧରେ ଲଢ଼ିବା ଲାଗି ଦିଆଯାଉଛି ସ୍ୱତନ୍ତ୍ର ତାଲିମ । ଓଡ଼ିଶାରେ ମଧ୍ୟ ଦିଆଯାଉଛି ଏହି ତାଲିମ । ଯାହାଦ୍ୱାରା ସେମାନେ ଅଧିକ ଶସକ୍ତ ହେବା ସହ ରାଜ୍ୟ ପୋଲିସକୁ ମଧ୍ୟ ସହାୟକ ହେବେ ।…

ସେମିରେ ସିଦ୍ଧୁ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତ ଲାଗି ଖୁସି ଖବର । ପଦକ ଆଡ଼କୁ ଆଉ ଏକ ପାଦ ଆଗେଇଛନ୍ତି ପି.ଭି. ସିନ୍ଧୁ ।ଟୋକିଓ ଅଲିମ୍ପିକ୍ସର ସେମିଫାଇନାଲରେ ପହଞ୍ଚିଛନ୍ତି । କ୍ୱାର୍ଟର ଫାଇନାଲରେ ସିନ୍ଧୁ ଜାପାନର ଅକାନେ ୟାମାଗୁଚିଙ୍କୁ ୨୧-୧୩, ୨୨-୨୦ ରେ ହରାଇ ଅନ୍ତିମ ୪ରେ ନିଜ ସ୍ଥାନ ପକ୍କା…