Odia News Portal
Yearly Archives

2021

ଏଲପିଜି ସିଲିଣ୍ଡର ପୁଣି ବଢ଼ିଲା

ଭୁବନେଶ୍ୱର : ପୁଣି ଥରେ ଓଡ଼ିଶାରେ ଏଲପିଜି ଘରୋଇ ରନ୍ଧନ ଗ୍ୟାସର ମୂଲ୍ୟ ବଢିଛି । ସିଲିଣ୍ଡର ପିଛା ମୂଲ୍ୟରେ ୨୫ ଟଙ୍କା ମହଙ୍ଗା ହୋଇଛି। ଏଥିସହ ଗତ ଦୁଇ ମାସ ମଧ୍ୟରେ ଏଲପିଜିର ସିଲିଣ୍ଡର ପିଛା ଦରରେ ୨୦୦ ଟଙ୍କାର ମୂଲ୍ୟ ବୃଦ୍ଧି ଘଟିଛି। ଆଜିଠାରୁ ଏହି ନୂତନ ବର୍ଦ୍ଧିତ ଦର ଲାଗୁ ହୋଇଯିବା…

ବଡ଼ ଷ୍ଟାଡିୟମରେ ବଡ଼ ବିଜୟ

ଅହମ୍ମଦାବାଦ : ଅହମ୍ମଦାବାଦରେ ନବନିର୍ମିତ ନରେନ୍ଦ୍ର ମୋଦି, ମୋଟେରା ଷ୍ଟାଡିୟମରେ ଅନୁଷ୍ଠିତ ତୃତୀୟ ଟେଷ୍ଟ ମାତ୍ର ଦୁଇ ଦିନରେ ସରିଛି । ଅକ୍ଷର ପଟେଲ ଓ ଆର . ଅଶ୍ୱିନଙ୍କ ଝଡ଼ରେ ଭ୍ରମଣକାରୀ ଇଂଲଣ୍ଡ ଦୋହଲିଗଲା । ଯାହାଫଳରେ ଭାରତ ନିକଟରେ ଆତ୍ମସମର୍ପଣ ଛଡା ବିକଳ୍ପ ପନ୍ଥା ନଥିଲା ।…

ଛାତ୍ରୀଙ୍କ ଗୋଡ଼ହାତ ବାନ୍ଧି ଜାଳିବାକୁ ଉଦ୍ୟମ

କଟକ: ଛାତ୍ରୀଙ୍କୁ ଜିଅନ୍ତା ଜାଳିଦେବାକୁ ଉଦ୍ୟମ । କଟକର ମାନସିଂହ ପାଟଣାରେ ଘଟିଛି ଏହି ଅଭାବନୀୟ ଘଟଣା । ଘରେ ଏକୁଟିଆ ଥିବା ଅବସ୍ଥାରେ ଛାତ୍ରୀଙ୍କୁ ଘରେ ପୁରାଇ ନିଆଁ ଲଗାଇଦଲେ ୪ ଜଣ ଦୁର୍ବୃତ୍ତ । ଯାହାଫଳରେ ଯୁବତୀଜଣଙ୍କ ଗୁରୁତର ଆହତ ହୋଇ କଟକ ବଡ ମେଡିକାଲରେ ଭର୍ତ୍ତି ହୋଇଛନ୍ତି…