Odia News Portal
Yearly Archives

2021

କାରକୁ ଧକ୍କା ଦେଲା ଟ୍ରକ୍,ଜଣେ ମୃତ

ନିଶ୍ଚିନ୍ତକୋଇଲି: ମାହାଙ୍ଗା ନିଶ୍ଚିନ୍ତକୋଇଲି ଥାନା କଟିକଟା ନିକଟରେ ସଡ଼କ ଦୁର୍ଘଟଣା ।  ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହାତ ହୋଇଛନ୍ତି  । କଟକ-ଚାନ୍ଦବାଲି ରାସ୍ତା କଟିକଟା ବଜାରରେ ଭୋର ସମୟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି କଟକ…

ଘରେ‌ ଲାଗିଲା ନିଆଁ, ୪ ଗୁରୁତର

ଝାରସୁଗୁଡ଼ା: ନିଆଁରେ ପୋଡି ୪ ଗୁରୁତର। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ହରିଓମ୍‌ ବିହାରରେ ଗତରାତିରେ ଏହିଭଳି ଅଭାବନୀୟ ଘଟଣା ଘଟିଯାଇଛି। ଘରେ ଶୋଇଥିବା ଅବସ୍ଥାରେ ଗୋଟିଏ ପରିବାରର ୪ ଜଣ ପୋଡ଼ି ହୋଇ ଗୁରୁତର ହୋଇପଡ଼ିଛନ୍ତି। ଗୁରୁତରଙ୍କ ମଧ୍ୟରେ ଜଣେ ବୃଦ୍ଧା, ତାଙ୍କ ପୁଅ, ବିବାହିତା ଝିଅ…

ସୋମବାର ବିଶେଷ ଉପାୟରେ କରନ୍ତୁ ଶିବ ଆରାଧନା

ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ଦେବାଦେବୀଙ୍କ ପୂଜାର୍ଚ୍ଚନା କରାଯାଏ। ସୋମବାର ଦିନଟି ଭଗବାନ ଶିବଙ୍କୁ ସମର୍ପିତ। ସୋମବାର ଦିନ ଭଗବାନ ଶିବଙ୍କୁ ଆରାଧନା କରାଯାଇଥାଏ। ଶିବ ଭକ୍ତ ସୋମବାର ଦିନ ବ୍ରତ ପାଳନ କରିଥାନ୍ତି। ତେବେ ଦେବଙ୍କ ଦେବ ମହାଦେବ ଭକ୍ତଙ୍କ ଉପରେ ଖୁବ୍ ଶୀଘ୍ର…

ନଦୀରେ ବୁଡ଼ି ଜଣେ ମୃତ, ଜଣେ ଗୁରୁତର

ସୁନ୍ଦରଗଡ: ପିକନିକରେ ଯାଇ ନଈରେ ଗାଧୋଇବା ବେଳେ ପାଣିରେ ବୁଡିଗଲେ ୨ ସାଙ୍ଗ । ସୁନ୍ଦରଗଡ ଜିଲ୍ଲା ବିଶ୍ରା ଥାନା ଅନ୍ତର୍ଗତ କୋଏଲ ନଦୀରେ ପୁଣି ଥରେ ଘଟିଛି ଅଭାବନୀୟ ଘଟଣା । ତେଟରକେଲା ଘାଟରେ ପିକ୍‌ନିକ କରୁଥିବା ବେଳେ ୨ ଜଣ ସାଙ୍ଗ ପାଣିରେ ବୁଡ଼ି ଯାଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କର…

ନିର୍ଭୟା’ ଯୋଜନାରେ ଭଦ୍ରକ ପୋଲିସକୁ ମିଳିଲା ୧୪ ସ୍କୁଟି

ଭଦ୍ରକ: ରାଜ୍ୟରେ ମହିଳାଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ଆଉ ଏକ ପଦକ୍ଷେପ | ଯଦି କୌଣସି ମହିଳା ରାସ୍ତାରେ ଯିବା ବେଳେ ଅସୁରକ୍ଷିତ ମନେ କରନ୍ତି, ତେବେ କିପରି ଜଣେ ମହିଳା ପୋଲିସ୍ କର୍ମଚାରୀଙ୍କ ନିକଟରେ ତୁରନ୍ତ ପହଞ୍ଚି ପାରିବେ ସେ ନେଇ ପଦକ୍ଷେପ ନେଇଛନ୍ତି ସରକାର | ତେଣୁ ତୁରନ୍ତ…

ନିର୍ମାଣଧୀନ ବ୍ରିଜ୍ ଭୁଶୁଡି ଜଣେ ମୃତ

ଉମରକୋଟ: ନିର୍ମାଣଧୀନ ବ୍ରିଜ୍ ଭୁଶୁଡି ଜଣେ ମୃତ ଏବଂ ୩ ଗୁରୁତର।  ଶ୍ରମିକଙ୍କୁ ଉମରକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବଡକୁମାରୀ ବ୍ଳକ ଅନ୍ତର୍ଗତ ତାଲାପଦର ବ୍ରିଜ କାର୍ଯ୍ୟ ଚାଲୁଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି।ତେବେ ୩ ଜଣ ଗୁରୁତର ପୁରୀ ଜିଲ୍ଲାର ବୋଲି ସୂଚନା ମିଳିଛି। …

ସ୍କୁଲ ଫି ହ୍ରାସ ମାମଲାର ରାୟ ପ୍ରକାଶ

ଭୁବନେଶ୍ବର: ଘରୋଇ ସ୍କୁଲ ଫି ହ୍ରାସ କରିବା ନେଇ ହାଇକୋର୍ଟରେ ହୋଇଥିବା ମାମଲାର ରବିବାର ରାୟ ପ୍ରକାଶ ପାଇଛି । ରାୟରେ ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ସ୍କୁଲ ଫି ହ୍ରାସ ପାଇଁ ହୋଇଥିବା ଏମଓୟୁକୁ ସ୍କୁଲଗୁଡିକ ପାଇଁ ଲାଗୁ କରିଯାଇପାରେ । ୧୪ଟି ବେସରକାରୀ ସ୍କୁଲ,ଗଣଶିକ୍ଷା ବିଭାଗ ଓ…

ଶ୍ରୀଜିଉଙ୍କ ପାଇଁ ସୁବର୍ଣ୍ଣ ଚନ୍ଦ୍ର ସୂର୍ଯ୍ୟ ଦାନ କଲେ ଶ୍ରଦ୍ଧାଳୁ

ଜଗା ପ୍ରେମରେ ବନ୍ଧା ଭକ୍ତ । ଶ୍ରୀଜିଉଙ୍କ ପାଇଁ ସୁବର୍ଣ୍ଣ ଚନ୍ଦ୍ର-ସୂର୍ଯ୍ୟ ଦାନ କଲେ ଶ୍ରଦ୍ଧାଳୁ । ଆଜି ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟରେ ପହଂଚି ଏହାକୁ ଦାନ କରିଛନ୍ତି ଭୁବନେଶ୍ୱରର ଶ୍ରଦ୍ଧାଳୁ ପଦ୍ମ ଚରଣ ପାତ୍ର । ପରିବାର ସହ ଯାଇ ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାରଙ୍କ ଉପସ୍ଥିତିରେ…

ଅଫୁଟା ଲ୍ୟାଣ୍ଡ୍‌ମାଇନ୍‌ ଜବତ

ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ୍‌ ଅନ୍ତର୍ଗତ ଗୋରାସେତୁ ନିକଟରେ ଥିବା ହାଣ୍ଡିଖାଲ ଜଙ୍ଗଲରୁ ‘ବିଏସ୍‌ଏଫ୍‌’ ଯବାନମାନେ ୫ କିଲୋ ଓଜନର ଅଫୁଟା ଲ୍ୟାଣ୍ଡ୍‌ମାଇନ୍‌ ଏବଂ ମାଓବାଦୀମାନେ ବ୍ୟବହାର କରୁଥିବା ଅନ୍ୟାନ୍ୟ ସାମଗ୍ରୀ ଉଦ୍ଧାର କରିଛନ୍ତି। ଉଦ୍ଧାର…