ଇରାନରେ ୯ ହଜାର ଭାରତୀୟ ଅଛନ୍ତି, ଅଧିକାଂଶ ଛାତ୍ର: ଏମ୍ଇଏ
ଇରାନରେ ସଙ୍କଟ ଜାରି ରହିଥିବାବେଳେ ଭାରତ ଏହାର ନାଗରିକଙ୍କୁ ସତର୍କ ରହିବାପାଇଁ କହିଛି ଏବଂ ଇରାନରୁ ମଧ୍ୟ ନାଗରିକଙ୍କୁ ଖାଲି କରିବା ପ୍ରକ୍ରିୟା ଆରମ୍ଭ କରିଛି। ବିଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି, ଭାରତ ଏହାର ନାଗରିକଙ୍କୁ ବର୍ତ୍ତମାନ ଇରାନକୁ ଯାତ୍ରା…
