Odia News Portal
Monthly Archives

February 2026

ଉତ୍ତର-ପୂର୍ବାଞ୍ଚଳ ଭାରତର ଜାତୀୟ ଦୃଷ୍ଟିକୋଣରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ: ରାଜ୍ୟପାଳ

ବିବିଧତାରେ ଏକତା ହେଉଛି ଦେଶର ଶ୍ରେଷ୍ଠ ଶକ୍ତି ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି କହିଛନ୍ତି I ଶୁକ୍ରବାର ଦିନ ଲୋକ ଭବନର ନ୍ୟୁ ଅଭିଷେକ ହଲଠାରେ ଅରୁଣାଚଳ ପ୍ରଦେଶ ଏବଂ ମିଜୋରାମ ରାଜ୍ୟର ପ୍ରତିଷ୍ଠା ଦିବସ ପାଳନ ଅବସରରେରେ ରାଜ୍ୟପାଳ ଏହା କହିଛନ୍ତି। ଏହି ସମାରୋହରେ ଉଦବୋଧନ…

ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ଗୃହରେ ବଜେଟ୍‌ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ଶୁକ୍ରବାର ଦିନ ଅପରାହ୍‌ଣରେ ବିଧାନସଭାରେ ବଜେଟ୍‌ ଉପସ୍ଥାପନ କରିଛନ୍ତି। ଆଗାମୀ ଆର୍ଥିକ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍‌ ଉପସ୍ଥାପନ କରିଛନ୍ତି। ଏଥିରେ ରାଜ୍ୟର ଶିକ୍ଷା, ସ୍ବାସ୍ଥ୍ୟ,…

୨୦୨୬-୨୭ ଆର୍ଥିକ ବର୍ଷ: ବଜେଟ୍‌ ଆଜି

ଅର୍ଥମନ୍ତ୍ରୀ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତାକାଲି ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ଚିଠା ବଜେଟ୍‌ ଉପସ୍ଥାପନ କରିବେ। ବଜେଟ୍‌ ପେଡ଼ିରେ କ’ଣ ରହିଛି ତାହା ଜାଣିବାକୁ ରାଜ୍ୟବାସୀଙ୍କ ମଧ୍ୟରେ ବେଶ୍‌ ଉତ୍କଣ୍ଠା ରହିଛି। ପୂର୍ବ ବଜେଟ୍‌କୁ ଦେଖିଲେ…

ଅର୍ଥନୈତିକ ସର୍ଭେ ରିପୋର୍ଟ: ଜାତୀୟ ହାରକୁ ଅତିକ୍ରମ କଲା ଓଡ଼ିଶାର ବୃଦ୍ଧି ହାର

ଆସନ୍ତାକାଲି(ଶୁକ୍ରବାର) ବିଧାନସଭାରେ ଆଗତ ହେବ ଓଡ଼ିଶା ବଜେଟ । ଏହା ପୂର୍ବରୁ ଆଜି ବିଧାନସଭାରେ ଆଗତ ହୋଇଛି ଆର୍ଥିକ ବର୍ଷ 2025-26ର ଅର୍ଥନୈତିକ ସର୍ଭେ ରିପୋର୍ଟ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ଉପସ୍ଥାପନ କରିଛନ୍ତି ଅର୍ଥନୈତିକ ସର୍ଭେ ରିପୋର୍ଟ । ଏହି ରିପୋର୍ଟରେ ଓଡ଼ିଶାର…

କାଞ୍ଜିଆ ଖଣିରେ 14 ଶହ କେଜିରୁ ଅଧିକ ସୁନା : ଖଣି ମନ୍ତ୍ରୀଙ୍କ ବଡ଼ ସୂଚନା

ମୟୁରଭଞ୍ଜ ମାଟି ତଳେ ରହିଛି କ୍ୱିଣ୍ଟାଲରୁ ଅଧିକ ସୁନା । ସେହିପରି କେନ୍ଦୁଝରରେ ବି ୧୫୦ ହେକ୍ଟର ଜମି ତଳେ ସୁନା ଥିବା ଜଣାପଡ଼ିଛି। ଖାଲି ସେତିକି ନୁହେଁ ୧୧ ଜିଲ୍ଲାର ମାଟି ତଳେ ସୁନା ଥିବା ନେଇ ବିଧାନସଭାରେ ସୁନାଖଣି ମନ୍ତ୍ରୀ ଲିଖିତ ଉତ୍ତର ରଖିଛନ୍ତି ! ଓଡ଼ିଶାରେ ସୁନାଖଣିର ଭଣ୍ଡାର ।…

ଭିଜିଲାନ୍ସ ହାତରେ ଧରାପଡ଼ିଲେ ତହସିଲଦାର

ବାଲେଶ୍ବର ଜିଲ୍ଲା ସୋର ତହସିଲଦାର ଦୈତାରୀ ମଲ୍ଲିକ ଆଜି ଅପରାହ୍ଣରେ ଭିଜିଲାନସ ଦ୍ୱାରା ଧରାପଡ଼ିଛନ୍ତି। ଗତ କିଛି ଦିନ ତଳେ ବାଗୁଡି ପଥର ଖାଦାନରୁ ପଥର ଚୋରି ହେଉଥିବାର ଖବର ପାଇ ତହସିଲଦାର ଶ୍ରୀ ମଲ୍ଲିକ ଚଢ଼ଉ କରିଥିଲେ। ପରେ ଧଳ ଷ୍ଟକ ପଏଣ୍ଟରୁ ୫ଟି ବେଆଇନ୍ ପଥର ବୋଝେଇ ଡ଼ମ୍ଫରକୁ ଜବତ କରି…

ହାତୀ ଶାବକର ଗଳିତ ମୃତଦେହ ଉଦ୍ଧାର

ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ତଥା ମୋରଡା ବ୍ଲକ ଅଞ୍ଚଳରେ ଏକ ହାତୀ ଶାବକର ଗଳିତ ମୃତଦେହକୁ ଜବତ କରିଛି ବନବିଭାଗ। ଖବରରୁ ପ୍ରକାଶ କି ଉକ୍ତ ରେଞ୍ଜ ତଥା ମୋରଡା ବ୍ଲକ ଅଧୀନ ପଳାସମୁଣ୍ଡୁଳି ପଞ୍ଚାୟତର ସଂରକ୍ଷିତ ଜଙ୍ଗଲକୁ ଆଜି ଅପରାହ୍ନ ୩ଟା ସମୟରେ ସ୍ଥାନୀୟ ଲୋକେ ଜଙ୍ଗଲକୁ ପତ୍ର…

ନାଏବ ସରପଞ୍ଚଙ୍କୁ ସରପଞ୍ଚ ଦାୟିତ୍ୱ, ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ପଞ୍ଚାୟତର ସରପଞ୍ଚ ପଦ ଦାୟିତ୍ୱ ସ୍ଥାନୀୟ ନାଏବ ସରପଞ୍ଚ ବନିତା ପଟ୍ଟନାୟକଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି। ଚନ୍ଦ୍ରଧ୍ଵଜ ମାଝୀ ସରପଞ୍ଚ ଥିବାବେଳେ ଗତ ବର୍ଷ ନଭେମ୍ବର ୧୧ ତାରିଖରେ…

ଭଦ୍ରକ ଟିପର ମାଲିକ ସଂଘ କରିବ ଧାମରା ରେଳ ପଥରେ ରେଳରୋକ

ଭଦ୍ରକରେ ଧାମରା ପୋର୍ଟ ଦ୍ଵାରା ପ୍ରଚଳିତ କୋଇଲା ପରିବହନରେ ଭଦ୍ରକ ଜିଲ୍ଲାର ମୂଳ ଅଧିବାସୀଙ୍କୁ ବଞ୍ଚିତ କରିବା ବିରୋଧରେ ୨୪ ଘଣ୍ଟିଆ ରେଳରୋକ ଆଗାମୀ ୨୭ ତାରିଖରେ ପୀରହାଟ ଠାରେ ଭଦ୍ରକ ଧାମରା ରେଳପଥ ରେ ରୋକ କରାଯିବ। ଜିଲା ଟିପର ଓ ଡମ୍ଫର ସଂଘର ଆୟୋଜିତ ସାମ୍ବାଦିକ ସମ୍ମୀଳନୀରେ ଏହି…

ଭୁବନେଶ୍ବର ପଳାଶୁଣୀରେ ହେବ ୬ ଲେନ୍ ରାସ୍ତା, ଟ୍ରାଫିକ୍ ଜାମ୍ କମାଇବାକୁ NHAIର ବଡ଼ ପଦକ୍ଷେପ

ଭୁବନେଶ୍ବର ପଳାଶୁଣୀରେ ହେବ ୬ ଲେନ୍ ରାସ୍ତା । ପଳାଶୁଣୀରୁ ହଂସପାଳ ମଧ୍ୟରେ ବଢୁଥିବା ଟ୍ରାଫିକ୍ ଭିଡ଼ କମାଇବାକୁ NHAIର ବଡ଼ ପଦକ୍ଷେପ । ୬ଲେନ୍ ରାସ୍ତା ହେଲେ ଭିଡ଼ କମିବା ସହ ଯାନବାହାନ ଚଳାଚଳ ସହଜ ହେବ । ଏଥିପାଇଁ ପ୍ରାୟ ୨୫ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଦେଢବର୍ଷ ମଧ୍ୟରେ କାମ…