Odia News Portal
Monthly Archives

March 2026

ଭାଷା ଆଇନ ଖିଲାପ କାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟଶାସନ ସଚିବଙ୍କୁ ଦାବି ପତ୍ର ପ୍ରଦାନ କଲା ଭାଷା ଆନ୍ଦୋଳନ। ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ଓ ଭାଷା ଆଇନ ଖିଲାପ କାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ପୁଣି କଳାପତାକା ଅଭିଯାନ ଆରମ୍ଭ କରିବାକୁ ‘ଭାଷା ଆନ୍ଦୋଳନ, ଓଡ଼ିଶା’ ପକ୍ଷରୁ ସୂଚନା…

SIR ପାଇଁ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ: ମାର୍ଚ୍ଚ ୧୦ରୁ ୧୩ ପର୍ଯ୍ୟନ୍ତ ROTIରେ କାର୍ଯ୍ୟକ୍ରମ

ରାଜ୍ୟରେ ହେବାକୁ ଥିବା ଆଗାମୀ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର) କାର୍ଯ୍ୟକ୍ରମକୁ ସୁଚାରୁ ଭାବେ କାର୍ଯ୍ୟନ୍ବୟ କରିବା ଉଦ୍ଦେଶ୍ୟରେ ନିର୍ବାଚନ ଅଧିକାରୀମାନଙ୍କ ପାଇଁ ଚାରିଦିନିଆ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି। ଏହି ପ୍ରଶିକ୍ଷଣ ୧୦ ମାର୍ଚ୍ଚ…

ନୂଆ ଅମୃତ ଭାରତ ଟ୍ରେନ୍ ମଞ୍ଜୁର: ଓଡ଼ିଶାର ୯ଟି ଷ୍ଟେସନ ଦେଇ ଚାଲିବ, ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ…

ଓଡ଼ିଶାରେ ରେଳସଂଯୋଗୀକରଣକୁ ଗୁରୁତ୍ୱପୂର୍ଣ୍ଣ ପ୍ରୋତ୍ସାହନ ଦେଇ କେନ୍ଦ୍ର ସରକାର, ପୋତ୍ତନୁର (Podanur Junction, Coimbatore) ଏବଂ ଧାନବାଦକୁ ସଂଯୋଗ କରିବା ପାଇଁ ଏକ ନୂତନ ଅମୃତ ଭାରତ ଟ୍ରେନ୍ ସେବା ଆରମ୍ଭ କରିବାକୁ ଅନୁମୋଦନ କରିଛନ୍ତି। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ…

ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ସରକାରୀ ଡାକ୍ତରଖାନା ସମେତ ଜିଲ୍ଲାର ବିଭିନ୍ନ ସିଏଚ୍‌ସି/ପିଏଚ୍‌ସିରେ…

ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ସ୍ୱାସ୍ଥ୍ୟସେବା ପ୍ରହସନ ପାଲଟିଛି। ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌) ସମେତ ଜିଲ୍ଲାର ବିଭିନ୍ନ ସିଏଚ୍‌ସି/ପିଏଚ୍‌ସିରେ ଡାକ୍ତରଙ୍କ ଅଭାବ ଦେଖିବାକୁ ମିଳିଛି। ଜିଲ୍ଲାବାସୀ ଉନ୍ନତମାନର ସ୍ବାସ୍ଥ୍ୟସେବା ପାଇବା ତ ଦୂର…

ଅଲିଭ୍‌ରିଡ୍‌ଲେଙ୍କ ଶ୍ମଶାନ ପାଲଟିଛି ସାତଭାୟାରୁ ଏକକୂଳା: ଜଙ୍ଗଲରେ ଶତାଧିକ ମୃତ କଇଁଛ

ଅଲିଭ୍‌ରିଡ୍‌ଲେ କଇଁଛଙ୍କ ସୁରକ୍ଷା ପାଇଁ ଭୁବନେଶ୍ୱରରୁ ଶାସନପେଟା ଯାଏଁ ସବୁଠି ସଚେତନତା ବୈଠକ ବସୁଛି। କେନ୍ଦ୍ର ସରକାର କଇଁଛ କରିଡର୍‌ ପାଇଁ ବଜେଟ୍‌ରେ ଅର୍ଥ ବ୍ୟବସ୍ଥା କରୁଛନ୍ତି। ମାତ୍ର ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ସମେତ ଧାମରା ମୁହାଣରୁ…

ସରକାରଙ୍କୁ ବିରୋଧୀଙ୍କ ଭର୍ତ୍ସନା: ଯୋଗାଣ ବିଭାଗ କାମ କରୁନି, ହିତାଧିକାରୀ ହନ୍ତସନ୍ତ

ବିଭିନ୍ନ ଆଳ ଦେଖାଇ ରାସନ୍ କାର୍ଡ ହିତାଧିକାରୀଙ୍କ ନାଁ କଟାଯାଇଛି। କିନ୍ତୁ ନୂଆ ଯୋଗ୍ୟ ହିତାଧିକାରୀଙ୍କ ନାଁ ଯୋଡ଼ିବାକୁ ସରକାର ଆଗ୍ରହ ଦେଖାଉ ନାହାନ୍ତି। ଚାଉଳ ବଳିପଡ଼ୁଛି ବୋଲି ପର୍ବପର୍ବାଣି ନାଁରେ ବାଣ୍ଟୁଛନ୍ତି। ଯୋଗାଣ ବିଭାଗ ଆଉ କାମ କରୁନି। ହିତାଧିକାରୀ, ଚାଷୀ ସବୁ ହନ୍ତସନ୍ତ…

ଶିଶୁକନ୍ୟା ଦୁଷ୍କର୍ମର ଶିକାର, ଅଭିଯୁକ୍ତ ନାବାଳକକୁ ଥାନାରେ ପଚରାଉଚରା

ପାଟକୁରା ଥାନା ନିକଟବର୍ତ୍ତୀ ଅଂଚଳରେ ଏକ ଶିଶୁକନ୍ୟାକୁ ଦୁଷ୍କର୍ମ କରାଯାଇଛି। ଏ ସମ୍ପର୍କରେ ପୀଡ଼ିତା ଶିଶୁକନ୍ୟାଙ୍କ ପରିବାର ତରଫରୁ ଆଜି ପାଟକୁରା ଥାନାରେ ଏକ ଅଭିଯୋଗ କରାଯାଇଛି। ପାଟକୁରା ଥାନା ଆଇଆଇସି ମହମ୍ମଦ ଜମସେଦ ଥାନାରେ ୫୦/୨୦୨୬ ନମ୍ବରରେ ଏକ ମାମଲା ରୁଜୁ…

ଦୁବାଇରେ ଫସି ରହିଥିବା ଭାରତୀୟଙ୍କ ପାଇଁ ତ୍ରାଣକର୍ତ୍ତା ପାଲଟିଛନ୍ତି ଭାରତୀୟ ବ୍ୟବସାୟୀ, ଯୋଗାଉଛନ୍ତି ମାଗଣା…

ମଧ୍ୟପ୍ରାଚ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ, ଦୁବାଇ ର ଦୁଇଜଣ ଭାରତୀୟ ବ୍ୟବସାୟୀ ମାନବିକତାର ଏକ ନୂତନ ଉଦାହରଣ ସ୍ଥାପନ କରିଛନ୍ତି। ଅଲ୍ ମିଜାନ୍ ଗ୍ରୁପର ଅଧ୍ୟକ୍ଷ ଯୋଗେଶ ଦୋଷୀ ବିମାନ ସେବା ବାଧାପ୍ରାପ୍ତ ହେବା ଦ୍ୱାରା ଫସି ରହିଥିବା ଭାରତୀୟ ନାଗରିକଙ୍କୁ ସାହାଯ୍ୟ କରିବା…

ରାଷ୍ଟ୍ରପତିଙ୍କ ପ୍ରୋଟକଲ ଉଲ୍ଲଂଘନ ମାମଲାକୁ ନେଇ ଆକ୍ସନରେ କେନ୍ଦ୍ର ସରକାର, ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତିଙ୍କ ପ୍ରୋଟକଲ ଉଲ୍ଲଂଘନ ଏବଂ ସ୍ଥାନ ପରିବର୍ତ୍ତନ ମାମଲାରେ ରାଜ୍ୟ ସରକାରଙ୍କଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି କେନ୍ଦ୍ର ସରକାର । ଆଜି ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଦାର୍ଜିଲିଂ ସାନ୍ତାଳୀ ସମ୍ମିଳନୀ ବେଳେ ରାଷ୍ଟ୍ରପତିଙ୍କ ପ୍ରୋଟୋକଲରେ…

୪ ଘଣ୍ଟା ଜଗା ଦର୍ଶନ ବନ୍ଦ, ଶ୍ରୀମନ୍ଦିରରେ ଆଜି ଶ୍ରୀଜିଉଙ୍କ ଖସାପଡ଼ା ଲାଗି ନୀତି

ଆଜି ୪ ଘଣ୍ଟା ଜଗା ଦର୍ଶନ ବନ୍ଦ। ଶ୍ରୀମନ୍ଦିରରେ ଆଜି ଶ୍ରୀଜିଉଙ୍କ ଖସାପଡ଼ା ଲାଗି ନୀତି । ଦ୍ବିତୀୟ ଭୋଗମଣ୍ଡପ ଶେଷ ହେବା ପରେ ନୀତି ଆରମ୍ଭ ହେବ । ଏହା ଗୁପ୍ତନୀତି ହୋଇଥିବାରୁ ଏହି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ବନ୍ଦ ରହିବ ସର୍ବସାଧାରଣ…