ଜଳବାୟୁ ପରିବର୍ତ୍ତନର ପ୍ରଭାବ: ଆରମ୍ଭ ହୋଇନାହିଁ ଗଣଅଣ୍ଡାଦାନ, ଅଲିଭ୍ରିଡ୍ଲେଙ୍କ ବିକ୍ଷିପ୍ତ ଅଣ୍ଡାଦାନରୁ…
ମାର୍ଚ୍ଚ ମାସ ସରିବାକୁ ବସିଛି। ହେଲେ, କେନ୍ଦ୍ରାପଡ଼ାଜିଲ୍ଲା ରାଜନଗର ବ୍ଲକ୍ର ଗହୀରମଥାରେ ଏଯାଏଁ ଅଲିଭ୍ରିଡ୍ଲେ କଇଁଛ ଗଣଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇ ନାହାନ୍ତି। କୂଳରୁ ୫୦୦ ମିଟର ମଧ୍ୟରେ ଲକ୍ଷାଧିକ କଇଁଛ ମାସେ ହେଲା ଠୁଳ ହୋଇଥିଲେ ମଧ୍ୟ ଅଣ୍ଡା ଦେବା ପାଇଁ…
