Odia News Portal
Monthly Archives

March 2026

ଆଜିଠୁ ପୁଣି କମ୍ପିବ ବିଧାନସଭା, ମୁହାମୁହିଁ ହେବେ ଶାସକ- ବିରୋଧୀ

ଆଜିଠୁ ପୁଣି କମ୍ପିବ ବିଧାନସଭା । ମୁହାମୁହିଁ ହେବେ ଶାସକ- ବିରୋଧୀ । ଉଠିପାରେ ମଣ୍ଡି, ଚାଷୀ ଓ ଆଇନଶୃଙ୍ଖଳା ପ୍ରସଙ୍ଗ । ମଣ୍ଡିରେ ଧାନକିଣାକୁ ନେଇ ଅବ୍ୟବସ୍ଥାରେ ରାଜନଗରରେ ଚାଷୀ ମୃତ୍ୟୁ, ଆଇନଶୃଙ୍ଖଳା ନେଇ ସରକାରଙ୍କୁ ଘେରିପାରନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ । ରାଜ୍ୟରେ ନାରୀ…

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ଅନ୍ତର୍ଜାତୀୟ ମହିଳାଦିବସରେ ଆଫସା ଓ ସମ୍ବାଦ ଆମ ଓଡ଼ିଶା ପକ୍ଷରୁ କେବଳ ମହିଳା ରକ୍ତଦାତାଙ୍କୁ ନେଇ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ୟାସନଗର ସହରର ସେଣ୍ଟ ଜାଭିୟର ଇଣ୍ଟରନ୍ୟାସନାଲ ସ୍କୁଲ ପରିସରରେ ଏହି ଶିବିରଅନୁଷ୍ଠିତ ହୋଇଛି।କୋରେଇ ବିଧାୟକ ଆକାଶ ଦାସ ନାୟକ,…

ନକ୍ସଲ ସଂଗଠନକୁ ଶକ୍ତ ଝଟ୍‌କା: ୧୨୪ ବନ୍ଧୁକ ସହ ୧୩୦ ନକ୍ସଲଙ୍କ ଆତ୍ମସମର୍ପଣ

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ନିକଟରେ ୧୩୦ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ହାଇଦ୍ରାବାଦରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ନକ୍ସଲ ମୁଖ୍ୟସ୍ରୋତରେ ସାମିଲ ହେବା ସହ ୧୨୪ ଅତ୍ୟାଧୁନିକ ବନ୍ଧୁକ ହସ୍ତାନ୍ତର କରିଛନ୍ତି। ସେଥି ମଧ୍ୟରେ ଇନସାସ୍‌…

ଏପ୍ରିଲ ୨୨ରେ ଖୋଲିବ କେଦାରନାଥଙ୍କ ଦ୍ବାର 

ଏପ୍ରିଲ ପ୍ରଥମ ସପ୍ତାହରେ ଚାରିଧାମ ଯାତ୍ରା ପାଇଁ ଏକ ଲଟେରୀ ପ୍ରକ୍ରିୟା ପରିଚାଳନା ହେବ। ଲଟେରିରେ ବାହାର କରାଯାଇଥିବା ସଂଖ୍ୟା ଆଧାରରେ ଯାତ୍ରା ପାଇଁ ବସ୍ ପଠାଯିବ। ଏଥର ସ୍ଥାନୀୟ ବାସିନ୍ଦାଙ୍କୁ କୌଣସି ସମସ୍ୟାର ସମ୍ମୁଖୀନ ନ ହେବା ନିଶ୍ଚିତ କରି ୬୦ ପ୍ରତିଶତ ବସ୍ ଯାତ୍ରା ପାଇଁ ଏବଂ ୪୦…

ଦୁବାଇ ବିମାନବନ୍ଦରରେ ଶକ୍ତିଶାଳୀ ବିସ୍ଫୋରଣ: ବିମାନ ସେବା ବାଧାପ୍ରାପ୍ତ, ଭୟଭୀତ ଯାତ୍ରୀଙ୍କୁ ସୁରକ୍ଷିତ ସ୍ଥାନାନ୍ତର

ଇରାନ ଓ ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଭୟଙ୍କର ଯୁଦ୍ଧର ସିଧାସଳଖ ପ୍ରଭାବ ଏବେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଉପରେ ଦେଖିବାକୁ ମିଳିଛି। ଶନିବାର ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦର ଅଂଚଳ ସମେତ ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ବିସ୍ଫୋରଣ ଶବ୍ଦ ଶୁଣାଯିବା ପରେ…

ସରଣ୍ଡାରେ ପୁଲିସ-ମାଓବାଦୀ ମୁହାଁମୁହିଁ: ମାଓନେତା ମିଶିର ବେଶ୍ରାକୁ ମାରିବାକୁ ପ୍ରୟାସ

ସୁନ୍ଦରଗଡ଼ଜିଲ୍ଲା ସୀମାନ୍ତ ସରଣ୍ଡା ଜଙ୍ଗଲରେ ଶନିବାର ସୁରକ୍ଷାବଳଓ ମାଓବାଦୀଙ୍କ ମଧ୍ୟରେ ଘମାଘୋଟ ଗୁଳି ବିନିମୟ ହୋଇଛି। ସ୍ଥାନୀୟ ଗ୍ରାମବାସୀଙ୍କ କହିବା ଅନୁଯାୟୀ, ସରଣ୍ଡା ଜଙ୍ଗଲର କୁମଡ଼ିହ ଓ କୋଲବୋଙ୍ଗା ଅଞ୍ଚଳରେ ମାଓବାଦୀଙ୍କ ଏକ ଦଳ ଥିବା ସୂଚନା ପାଇ ସୁରକ୍ଷାବଳ ଆଜି…

ରାଜସ୍ଥାନ ସକିରରେ ଭୂକମ୍ପ ଝଟକା, ଭୟରେ ଘରୁ ବାହାରି ଦୌଡିଲେ ଲୋକ

ସକାଳୁ ସକାଳୁ ରାଜସ୍ଥାନ ସିକର ଜିଲ୍ଲାରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପ ଝଟକା ଯୋଗୁଁ ଲୋକେ ଭୟଭୀତ ହୋଇଯାଇଥିଲେ । ଘରୁ ବାହାରି ଦୌଡିଥିଲେ ଲୋକ । ଏନଏସସି ମୁତାବକ, ଭୂକମ୍ପ ଝଟକା ଆଜି ସକାଳ ୬.୩୨ ମିନିଟରେ ହୋଇଥିଲା । ଏହାର ତୀବ୍ରତା ୩.୫ ରିକ୍ଟର ରହିଥିଲା । ସ୍ଥାନୀୟ ଲୋକଙ୍କ…

ସାତ ବର୍ଷ ଶିଶୁକୁ ଅପହରଣ ପରେ ଗଳା କାଟି ହତ୍ୟା

ରାୟଗଡା ଜିଲ୍ଲା ବିଷମକଟକ ବ୍ଲକର ଚାଟିକଣା ଅଞ୍ଚଳର ଗୋଟିଏ ୫ ବର୍ଷ ଶିଶୁକୁଅପହରଣପରେ ଗଳା କାଟି ହତ୍ୟା କରା ଯାଇଥିବା ଭଳି ଚଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି Iସୂଚନାରୁ ଜଣାପଡିଛି ଚାଟିକଣା ସ୍ଥିତ ପୁରୁଣା ଷ୍ଟେସନ ସାହିର ପୁରୁଷୋତ୍ତମ ଗନ୍ତାୟତଙ୍କ ୫ ବର୍ଷ ପୁଅ ଋଷି…

ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ବାସଭବନ ସମେତ ୭ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ଉ

ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡ଼ା ଜଳସେଚନ ବିଭାଗ ଅଧୀନରେ ଡେରାବିଶ ଜଳସେଚନ ସବଡିଭିଜନର ସହକାରୀ କାର୍ଯ୍ୟନିର୍ବାହୀଯନ୍ତ୍ରୀ ପ୍ରମୋଦରା ୟ। ତାଙ୍କ ସହଜଡ଼ିତ ୭ଟିସ୍ଥାନରେ ଏକକାଳୀନ ଭିଜିଲାନ୍ସ ଟିମ୍ ଚଢ଼ଉ କରୁଥିବା ଜଣାଯାଇଛି।…

ରାଜମିସ୍ତ୍ରୀ ବାହା ହେମ୍ବ୍ରମ୍ ପୁରୁଷ ପ୍ରଧାନ ସମାଜରେ ନାରୀର ଭୂମିକା

ବର୍ତ୍ତମାନର ସମୟରେ ପୁରୁଷ ପ୍ରଧାନ ସମାଜରେ ନାରୀର ଭୂମିକା ଅନେକ କ୍ଷେତ୍ରରେ ଗୁରୁତ୍ବ ବହନ କରିଥାଏ। ସେ ଏକାଧାରରେ ଜାୟା, ଜନନୀ, ଭଗିନୀ ରୂପରେ ପୁରୁଷକୁ ସାହାଯ୍ୟର ହାତ ବଢ଼ାଇଥାଏ। ତେବେ ଯାହାର ଏକ ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମୟୂରଭଞ୍ଜଜିଲ୍ଲା ରାଇରଙ୍ଗପୁର ବ୍ଲକ…