ଓଡ଼ିଶାକୁ ଶାସନ କରିଥିବା କେଶରୀ ବଂଶ, ଗଙ୍ଗ ବଂଶରୁ ଆରମ୍ଭ କରି ସୂର୍ଯ୍ୟବଂଶୀ ରାଜାମାନେ ରତ୍ନଭଣ୍ଡାରକୁ ବିପୁଳ ଧନରତ୍ନ…
ଇତିହାସର ବିଭିନ୍ନ କାଳଖଣ୍ଡରେ ଓଡ଼ିଶାକୁ ଶାସନ କରିଥିବା କେଶରୀ ବଂଶ, ଗଙ୍ଗ ବଂଶରୁ ଆରମ୍ଭ କରି ସୂର୍ଯ୍ୟବଂଶୀ ରାଜାମାନେ ରତ୍ନଭଣ୍ଡାରକୁ ବିପୁଳ ଧନରତ୍ନ ଓ ଅଳଙ୍କାର ଅର୍ପଣ କରିଥିଲେ। କପିଳେନ୍ଦ୍ର ଦେବ, ପୁରୁଷୋତ୍ତମ ଦେବ, ପ୍ରତାପରୁଦ୍ର ଦେବ ଓ ଭୋଇ ବଂଶର ଶାସକ ପ୍ରଥମ…
