
ଏଥିଯୋଗୁ ତାଙ୍କ କ୍ୟାରିୟରର ଉଇକେଟ ସଂଖ୍ୟା ୮୬ରେ ପହଞ୍ଚତ୍ଛି। ୫୦ଟି ମ୍ୟାଚ୍ ସୁଦ୍ଧା ସର୍ବାଧିକ ଉଇକେଟ ନେଇଥିବା ଭାରତୀୟ ବୋଲରଙ୍କ ତାଲିକାରେ ବୁମ୍ରା ୩ୟ ସ୍ଥାନରେ ରହିଛନ୍ତି। ମହମ୍ମଦ ସାମି ୯୧ ଉଇକେଟ ନେବା ସହ ଶୀର୍ଷରେ ରହିଛନ୍ତି। ତାଙ୍କ ପଛକୁ ରହିଛନ୍ତି ଚାଇନା ମ୍ୟାନ୍ କୁଲଦୀପ ଯାଦବ। ସେ ଏପର୍ୟ୍ୟନ୍ତ ୪୪ଟି ମ୍ୟାଚ୍ ଖେଳି ୮୭ ଉଇକେଟ ନେଇସାରିଛନ୍ତି। ଏଣୁ ବୁମ୍ରା ସାମିଙ୍କୁ ଅତିକ୍ରମ କରିବେ ବୋଲି ଆଶା କରାଯାଉଛି।
