Odia News Portal

ରାଜସ୍ଥାନରେ କଂଗ୍ରେସ, ମଧ୍ୟପ୍ରଦେଶରେ ଭାଜପା ଆଗୁଆ, ଛତିଶଗଡ଼ରେ କଡ଼ା ଟକ୍କର

ନୂଆଦିଲ୍ଲୀ: ମଙ୍ଗଳବାର ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଛି। ପ୍ରାଥମିକ ଫଳାଫଳରୁ ରାଜସ୍ଥାନରେ କଂଗ୍ରେସ ଆଗୁଆ ଚାଲିଥିବାବେଳେ ମଧ୍ୟପ୍ରଦେଶରେ ଭାଜପା ଆଗରେ ରହିଛି। ସେହିପରି ଛତିଶଗଡ଼ରେ ଭାଜପା-କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦୃଷ୍ଟି ଗୋଚର ହୋଇଛି।