Odia News Portal

ରାଜଧାନୀରେ ବୃଦ୍ଧି ପାଉଛି ଧଳା ଜହର

ରାଜଧାନୀରୁ ପୁଣି ଧଳା ଜହର ଜବତ ହୋଇଛି । ଭୁବନେଶ୍ୱରର ୨ଟି ସ୍ଥାନରୁ କମିଶନରେଟ ପୋଲିସ ବ୍ରାଉନସୁଗାର ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ସୂଚନା ମିଳିଛି । ସୂଚନା ଅନୁସାରେ, ଗତ କିଛି ଦିନ ହେବ ଭୁବନେଶ୍ୱରରେ ଧଳା ଜହର କାରବାର ବୃଦ୍ଧି ପାଇବାରେ ଲାଗିଲାଣି । ପ୍ରତିଦିନ ବ୍ରାଉନସୁଗାର ରାର୍କେଟର ପର୍ଦ୍ଦାଫାସ୍ କରୁଛି ପୋଲିସ । ଭୁବନେଶ୍ୱରରେ ମଙ୍ଗଳବାର ଦୁଇଟି ସ୍ଥାନରେ କମିଶନରେଟ ପୋଲିସର କ୍ୟୁଏଟିଲ ଟିମ୍ ଚଢଉ କରିଥିଲା