Odia News Portal

ମେଘାଳୟ ଖଣିରେ ଓଡ଼ିଶା ଅଗ୍ନିଶମ ବାହିନୀର ସଫଳତା

ମେଘାଳୟ ଖଣିରେ ଓଡ଼ିଶା ଅଗ୍ନିଶମ ବାହିନୀର ସଫଳତା, ୫ ଦିନର ପରିଶ୍ରମ ପରେ ଖଣିରୁ ସମ୍ପୂର୍ଣ୍ଣ ଭାବେ ପାଣି ଶୁଖାଇଲେ, ଡିସେମ୍ବର ୧୩ରୁ ଖଣିରେ ଫସି ରହିଛନ୍ତି ୧୫ ଶ୍ରମିକ,

 

ଉଦ୍ଧାର କାର୍ଯ୍ୟରେ ସହାୟତା ପାଇଁ ଯାଇଛି ଓଡ଼ିଶା ଟିମ୍