ଗତକାଲି ସକାଳେ ବ୍ରାହ୍ମଣୀ ନଦୀରେ ଗାଧେଇବା ସମୟରେ ନିଖୋଜ ଥିଲେ | ଦମକଳ ବାହିନୀର ବହୁ ଖୋଜା ଖୋଜି ପରେ ସଂଧ୍ୟା ସମୟରେ କାଲୁରିଆ ଘାଟ ନିକଟରୁ ମୃତ ଦେହ ଉଦ୍ଧାର କରାଯାଇଛି | ମୃତକ ନୂଆପଡା ଅଞ୍ଚଳର ନବମ ଶ୍ରେଣୀର ଛାତ୍ର ସୁଧା ବିନ୍ଦୁ ବେହେରା ବୋଲି ଜଣା ପଡିଛି |
Recover your password.
A password will be e-mailed to you.