Odia News Portal

କଟକ ବାଲିଯାତ୍ରା ପଡିଆରେ ଆରମ୍ଭ ହେବ ଆଦିବାସୀ ମେଳା

ଆଦିବାସୀ ମେଳାର ମଜା ନେବେ କଟକବାସୀ । କଟକରେ ପ୍ରଥମଥର ପାଇଁ ଅନୁଷ୍ଠିତ ହେବାକୁ ଯାଉଛି ଆଦିବାସୀ ମେଳା । ମେ ୨୦ରୁ ୩୦ଯାଏଁ ବାଲିଯାତ୍ରା ପଡିଆରେ ଅନୁଷ୍ଠିତ ହେବ ଏହି ମେଳା ।