Odia News Portal

ଆଲୋକିକରଣ ର ଶୁଭ ଉଦଘାଟନ କଲେ ମନ୍ତ୍ରୀ ପ୍ରତାପ କେଶରୀ ଦେବ

କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ମେଣ୍ଡପୁର ପଞ୍ଚାୟତ ର ଆଳି ହାଇସ୍କୁଲ ଠାରୁ ପଦନପୁର ପଯ୍ୟନ୍ତ ରାସ୍ତାରେ ଉଜ୍ଜଳ ଆଲୋକିକରଣ ର ଶୁଭ ଉଦଘାଟନ କଲେ ମାନ୍ୟବର ମନ୍ତ୍ରୀ ପ୍ରତାପ କେଶରୀ ଦେବ । ୪ ନମ୍ବର ଜୋନ ଜିଲ୍ଲାପରିଷଦ ଜୟନ ସାହୁ ୨ ନମ୍ବର ଜୋନ ଜିଲ୍ଲା ପରିଷଦ ଭୀଷ୍ମ ମହାନ୍ତି, ମେଣ୍ଡପୁର ସରପଞ୍ଚ.ମେମୁନା ଖାତୁନ ବ୍ଲକ ଅଦକ୍ଷ ମନରଞ୍ଜନ ସାମଲ ଏଥି ସହିତ ବିଜେଡି ବହୁ କର୍ମୀ ଏହି ଉଦଘାଟନୀ ପର୍ବ ରେ ଯୋଗ ଦେଇଥିଲେ । ଆଳି ପଞ୍ଚାୟତ ର ବହୁ ସଂଖ୍ୟାରେ କର୍ମୀ ମାନଙ୍କର ପ୍ରଚେଷ୍ଟା ଆଉ ରାଜ୍ୟ ସରକାରଙ୍କ ବିକାଶ ଧାରା ପାଇଁ ଏହି କାର୍ୟ୍ୟକ୍ରମ ସମ୍ଭବ ହୋଇପାରିଛି । ଆଲୋକ ପାଇଁ ଦୀର୍ଘ ଦିନ ର ସ୍ୱପ୍ନ ପୂରଣ ହୋଇଥିବାରୁ ସ୍ଥାନୀୟ ଲୋକେ ବେଶ୍ ଖୁସି ହୋଇ ଥିବାର ଦେଖା ଯାଇଥିଲା ।