Odia News Portal

ପୁଣି ମିଳିଲା ଆଉ ଏକ ହାତୀ କଙ୍କାଳ

ବଡ଼ମ୍ବାରେ  ପୁଣି ମିଳିଲା ଆଉ ଏକ ହାତୀ କଙ୍କାଳ। ଆଠଗଡ଼ ବନଖଣ୍ଡ ବଡମ୍ବା ବନାଞ୍ଚଳ ଗୋପପୁର ରେଞ୍ଜର ମଣ୍ଡପ ସରଂକ୍ଷିତ ଜଙ୍ଗଲରୁ ଏକ ହାତୀର କଙ୍କାଳ  ବନ ବିଭାଗ  ଉଦ୍ଧାର କରିଛି ।  ହାତୀ  କଙ୍କାଳ ମିଳିବା ପରେ  ବନବିଭାଗ ପକ୍ଷରୁ ଏହାର ତଦନ୍ତ କରାଯାଉଛି।