Odia News Portal

ଦୁର୍ଘଟଣାରେ SDJMଙ୍କ ମୃତ

ଆଜି ଅପରାହ୍ନ ସମୟରେ କାର ଯୋଗେ  ଏସଡିଜେଏମ ଏବଂ ତାଙ୍କ ସ୍ୱାମୀ ଘରକୁ ଯାଉଥିବା ସମୟରେ ସଡ଼କ ଦୁର୍ଘଟଣା ଘଟିଛି । ରାଇରଙ୍ଗପୁରର SDJM ସ୍ମରଣିକା ପ୍ରଧାନ ଦୁର୍ଘଟଣାରେ ମୃତ ହେଇଛନ୍ତି । ସ୍ବାମୀ ସହିତ ଘରକୁ ଫେରୁଥିବା ସମୟରେ ଦୁର୍ଘଟଣା ହେଇଥିଲା । ଯଶିପୁର ମେଡିକାଲ ଅଫିସର ମୃତ ହେଇଥିବାର ନେଇ ସୂଚନା ଦେଇଛନ୍ତି । ଘଟଣା ସ୍ଥଳରେ ଯଶିପୁର ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି ।