Odia News Portal

ବୁଲେଟ ରଖି ଚାଳକ ଗାୟବ

କଟକ ମୁଣ୍ଡଳୀ ସେତୁ ଉପରେ କେହି ଜଣେ ବ୍ୟକ୍ତି OD06 A 3598 ନମ୍ବର ଏକ ବୁଲେଟ ଗାଡ଼ି ରଖି ମହାନଦୀ କୁ ଡେଇଁ ଆତ୍ମହତ୍ୟା କରିଥିବା ନେଇ ସୂଚନା ପ୍ରକାଶ । ମହାନଦୀ ରେ ମାଛ ମାରୁଥିବା ମତ୍ସଜୀବୀ ମାନେ କହିବା କଥା କେହି ବୋଧେ ମହାନଦୀ କୁ ଡେଇଁ ଆତ୍ମହତ୍ୟା କରିଛି । ଏପର୍ୟ୍ୟନ୍ତ ବୁଲେଟ କାହାର ତାହା ସ୍ପଷ୍ଠ ହୋଇ ପାରି ନାହିଁ । ଅନ୍ୟପଟେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଖୋଜିବା କାର୍ୟ୍ୟ ଜାରି ରଖିଛି।