ଜଳିଗଲା ବସ୍ । ବରମୁଣ୍ଡା ବ୍ରିଜ୍ ନିକଟରେ ଜଳିଗଲା ବସ୍ । ଦୁର୍ଘଟଣା ପରେ ବସ ଜଳିଯାଇଥିବା ସୂଚନା । ବସ୍ କାଚ ଭାଙ୍ଗି ଯାତ୍ରୀଙ୍କୁ ବାହାର କରାଗଲା । ସମସ୍ତ ଯାତ୍ରୀ ସୁରକ୍ଷିତ । ଫୁଲବାଣୀରୁ ଭୁବନେଶ୍ୱର ଆସୁଥିଲା ଯାତ୍ରୀବାହୀ ବସ୍।
Recover your password.
A password will be e-mailed to you.