ଭିଜିଲାନ୍ସ ଜାଲରେ ଖଦି ଗ୍ରାମୋଦ୍ୟୋଗ ସୁପରଭାଇଜର । ୧୫ ହଜାର ଲାଂଚ ନେଇ ଧରାପଡିଲେ ସୁପରଭାଇଜର ନାରୟଣ ପଟ୍ଟନାୟକ ।ଜଣେ ରୁଣ ଗ୍ରହୀତାଙ୍କ ସବସିଡି କରାଇ ଦେବାକୁ କହି ଲାଂଚ ନେଉଥିଲେ । ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ ଟିମ୍ । ରତ୍ନାକର ସାହୁଙ୍କଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି ।
