ଚିଲିିକାରେ ପୁଣି ଫସିଲା ଭସାପୋଲ । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସାତପଡ଼ା-ଚିଲିକା ମଝିରେ ଭସାପୋଲ ବସି ରହିଛି । ଭସାପୋଲରେ ୫ଟି ୪ ଚକିଆ ଯାନ ଓ ୨୦ରୁ ଅଧିକ ବାଇକ୍ ସହିତ ୬୦ରୁ ଅଧିକ ଯାତ୍ରୀ ଥିବା ସୂଚନା ମିଳିଛି । ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଭସାପୋଲକୁ ସଜାଡିବା ପାଇଁ ଉଦ୍ୟମ କରୁଛନ୍ତି ।
Recover your password.
A password will be e-mailed to you.