Odia News Portal

ଡ୍ୟାମ ପ୍ରତି ଆଦୈା ବିପଦ ନାହିଁ- ମୁଖ୍ୟଯନ୍ତ୍ରୀ

ହୀରାକୁଦ ଡ୍ୟାମରେ ଫାଟ ଥିବା ନେଇ ରିପୋର୍ଟ ପ୍ରସଙ୍ଗ । ଡ୍ୟାମ ସମ୍ପୁର୍ଣ୍ଣ ସୁରକ୍ଷିତ ଥିବା ଓ ଆଦୈା ବିପଦ ନ ଥିବା କହିଲେ ମୁଖ୍ୟଯନ୍ତ୍ରୀ । ହୀରାକୁଦ ଡ୍ୟାମ ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁଙ୍କ ପ୍ରତିକ୍ରିୟା । ଡ୍ୟାମର ସୁରକ୍ଷା ନେଇ ବିଭାଗ ପକ୍ଷରୁ ନିୟମିତ ଯାଂଚ କରାଯାଏ । ଡ୍ୟାମର ମେଣ୍ଟେନାନ୍ସ ରେଗୁଲାର ପ୍ରୋସେସ , ନିୟମିତ କାମ ହୁଏ । ଯାହା ବି କ୍ୟାଭିଟି , କ୍ରାକ ଥିଲା ସେଥିରେ ପ୍ୟାକିଂ ହୋଇଛି , ସିପେଜ୍ କମିଛି । ଡ୍ୟାମ ସୁରକ୍ଷା ପ୍ରତି ଆଦୈ ବିପଦ ନ ଥିବା କହିଛନ୍ତି ମୁଖ୍ୟ ଯନ୍ତ୍ରୀ । ତେବେ ୧୯୯୯ ପରେ ଆଉ ସ୍ୱତନ୍ତ୍ର ସର୍ଭେ ହୋଇନି କହିଲେ ମୁଖ୍ୟଯନ୍ତ୍ରୀ ।