Odia News Portal

ଖେଳ ଶିକ୍ଷକଙ୍କ ଆତ୍ମହତ୍ୟା

ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ଇଁଚୁଡିରେ ଏକ ଭଡ଼ା ଘରେ ଜନୈକ ଖେଳ ଶିକ୍ଷକ ଆତ୍ମହତ୍ୟା କରିଛନ୍ତି। ଶିକ୍ଷକଙ୍କ ନାମ ପର୍ଶୁରାମ ସେଠୀ। ସେ ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହ ସ୍ମୃତି ପୀଠରେ ଖେଳ ଶିକ୍ଷକ ଥିଲେ। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ମୃତ ଶିକ୍ଷକଙ୍କ ଘର ଅଡ଼ା ହୋଇଥିବା ବେଳେ ସେ ଇଞ୍ଚୁଡ଼ି ସ୍କୁଲର ଅନ୍ୟ ଜଣେ ଶିକ୍ଷକଙ୍କ ଘରେ ଭଡ଼ାରେ ରହିଥିଲେ।