Odia News Portal

ଅତଡା ଖସି ୨ ଶ୍ରମିକ ମୃତ

ମାଟି ଅତଡା ଧସି ୨ ଶ୍ରମିକ ମୃତ । କୋରାପୁଟ –ରାୟଗଡା ଲାଇନ ରେ ଟନେଲ କାମ ବେଳେ ଧସିଲା । ଲକ୍ଷ୍‌ମୀପୁର ବ୍ଲକ ୨ନଂ ଟନେଲରେ ଡବଲିଂ କାମ ବେଳେ ଅଘଟଣ । ମୃତକ ବୁର୍ଜା ଗାଁର ରବି ପ୍ରେପେକା, ଆସାମର ଜହରୁଦ୍ଦିନ୍ ହୋଇଥିବା ସୂଚନା ରହିଛି ।